-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲା ପୋଲିସ ତରଫରୁ ଗଣେଷ ପୂଜା କମିଟି ମାନଙ୍କ ସହ ସମନ୍ବୟ ବୈଠକ। ତିନୋଟି ଦିନରେ ସମସ୍ତ ଗଣେଷ ମେଢ ଭସାଣୀ ପାଇଁ ଚୂଡାନ୍ତ

19-Aug-2022



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ରେ ପ୍ରତିବର୍ଷ ବହୁ ଧୁମଧାମରେ ଗଣେଷ ପୂଜା ବିଭିନ୍ନ ପଡାରେ ଅନୁଷ୍ଠିତ ହୋଇଥାଏ। ପାଖାପାଖି ୧୫ ରୁ ଉର୍ଦ୍ଧ୍ବ ସ୍ଥାନରେ ପୂଜା ହେଉଥିବା ବେଳେ ଭସାଣୀ ଉତ୍ସବ ମଧ୍ଯ ବେଶ ଯାକଜମକରେ ହୋଇଥାଏ। ତେବେ ଯିଏ ଯେମିତି ପାରିଲେ ଯୋଉଦିନ ଚାହିଁଲେ ଭସାଣି ଉତ୍ସବ କରୁଥିବାରୁ ଟ୍ରାଫିକ ସମସ୍ୟା, ଶାନ୍ତିଶୃଙ୍ଖଳା ରକ୍ଷା, ଶବ୍ଦ ପ୍ରଦୁଷଣ ଆଦି ସମସ୍ୟା ଦେଖା ଦେଉଥିବାରୁ କିଛି ବର୍ଷ ତଳେ ସେ ସମୟର ବଣିକସଂଘ ସଭାପତୀ, ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ଯା ଓ ଭଦ୍ରବ୍ୟକ୍ତି ଙ୍କୁ ନେଇ ସେ ସମୟରେ ଥିବା ଥାନାଧିକାରି ଅନନ୍ତ ପ୍ରଧାନ ଓ ତହସିଲଦାର ଗୁଣମଣୀ ସୁନାନୀ ଙ୍କ ସହ ବୈଠକ କରି ସମସ୍ତ ଗଣେଷ ପୂଜା ମଣ୍ଡପର ଗଣେଷ ଭସାଣୀ ଉତ୍ସବ ଗୋଟିଏ ଦିନରେ ଅନୁଷ୍ଠିତ କରିବା ପାଇଁ ଆଲୋଚନା କରିଥିଲେ। ପରେ ସମସ୍ତ ପୂଜା କମିଟିସହ ଆଲୋଚନା କରିବାସହ ଗୋଟିଏ ଦିନରେ ଭଷାଣି (ଝାକି) ଉତ୍ସବ ପାଳନ କରା ଯାଇଥିଲା। ତେବେ କରୋନା କଟକଣା ଯୋଗୁଁ ଦୁଇବର୍ଷ ବ୍ୟବଧାନ ରେ ଗଣେଷ ପୂଜା ହେଉଥିବାରୁ ଏଥର ସମସ୍ତ ଗଣେଷ ପୂଜା କମିଟି ବହୁ ଆନନ୍ଦ ଉଲ୍ଲାସ ସହ ସଜବାଜ ଆରମ୍ଭ କଲେଣି। ଏହାକୁ ନଜରରେ ରଖି ବୁଧବାର ସିନ୍ଧେକେଲା ପୋଲିସ ତରଫରୁ ଆଇଆଇସି ଆଲୋକ ବେହେରାଙ୍କ ତତ୍ତ୍ବାବଧାନ ରେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସବିଶେଷ ଆଲୋଚନା ପରେ ଏଥର ଭସାଣି ପାଇଁ ତିନୋଟି ଦିନ ଧାର୍ଯ୍ଯ କରାଯାଇଛି। ଯାହାକି ଗଣେଷ ପୂଜାରୁ ପାଞ୍ଚଦିନ, ସାତଦିନ ଓ ଏଗାର ଦିନ

ହେବ ।ଏହି ଦିନ ମାନଙ୍କରେ ହିଁ ସମସ୍ତ ଗଣେଷ ପୂଜାକମିଟି ତରଫରୁ ଭସାଣୀ ଉତ୍ସବ ପାଳନ କରିବାକୁ ନିର୍ଣ୍ଣୟ ହୋଇଥିଲା। ଏହି ବୈଠକରେ ପୂର୍ବତନ ବଣିକସଂଘ ସଭାପତୀ ସରୋଜ ଜୈନ,ସମାଜସେବୀ ଅନିଲ କୁମାର ତ୍ରିପାଠୀ, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ବଲାଙ୍ଗୀର ସାଂସଦ ଙ୍କ ବଙ୍ଗୋମୁଣ୍ଡା ବ୍ଳକ ପ୍ରତିନିଧି ଅନିଲ କୁମାର ନାଏକ ପୋଲିସ ତରଫରୁ ଆଇଆଇସି ଆଲୋକ ବେହେରା ,ଏସଆଇ ସୁରେଶ ଚନ୍ଦ୍ର ବିଶି , ଏଏସଆଇ ଆଦିତ୍ଯ ସାହୁ, ଅରକ୍ଷିତ ନାଏକ, ପ୍ରମୁଖ ଙ୍କ ସହ ସମସ୍ତ ଗଣେଷ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026

You Might Also Like