-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
19-Aug-2022
ଗାଇସିଲେଟ - ଚାଟିପାଲି ପଞ୍ଚାୟତ ର କର୍ମେଲି ଗ୍ରାମ ର ତାରାଚାନ୍ଦ ଙ୍କ ବାଛୁରୀ ବିଲ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ବାଛୁରୀ ର ମୃତ୍ୟୁ ହୋଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଗ୍ରାମ ବାସୀ ଙ୍କ କହିବା ନୁ ସାରେ ରେ ପୂର୍ବରୁ ବିଦ୍ୟୁତ୍ ଖୁମ୍ବ ପଡିଯାଇଥିଲା ବେଳେ ଗାଈ ଯିବା ମାତ୍ରେ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲା ।
(ନରହରି ବଗର୍ତ୍ତୀ ଙ୍କ ରିପୋର୍ଟ)