-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
17-Aug-2022
ବୌଦ୍ଧ (ପ୍ରେରଣା ଖବର) ବୌଦ୍ଧ ଜିଲ୍ଲା କଣ୍ଟାମାଲ ଠାରେ ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଉପ ଜ଼ିଲ୍ଲାପାଳ ସନତ
କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଏ. ପି. ଡ଼ି. ପ୍ରତାପ ଚନ୍ଦ୍ର ପ୍ରଧାନ, ସହକାରୀ ଜ଼ିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ଟି. ଆର. ଓ. କୁଲଦୀପ ମହାନ୍ତି, ଡ଼ି. ସି. ପି. ଓ. ରାହୁଲ କୁମାର ପ୍ରଧାନ, ପି. ଡ଼ି. ୱାଟର ସ୍ୟାଡ ପ୍ରଦୀପ୍ତ କୁମାର ମହାନ୍ତି,ତହସିଲଦାର ଧନଞ୍ଜୟ ସାହୁ , ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ଲ ବି. ଡ଼ି. ଓ. କଣ୍ଟାମାଲ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l