-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Jul-2022
ଟିଟିଲାଗଡ଼/ସିନ୍ଧେକେଲା (ସୁନୀଲ କୁମାର ଜୈନ) - ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ନାଗରିକ ମଞ୍ଚ ପକ୍ଷରୁ ବୁଧବାର ସ୍ଥାନୀୟ ପୁରୁଣା ଆଇଭି ପାଖରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ମଞ୍ଚର ସଭାପତି ସୁରେଶ ସାହୁଙ୍କ ନେତୃତ୍ବରେ ବୃକ୍ଷରୋପଣ କରିବା ସହ ତାର ଯତ୍ନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅମିର ପାଣ୍ଡିଆ, ଚିଙ୍ଗୁ ଜୈନ, ଅମିତ ଜୈନ, ମନୁଆ ସାହୁ, ଦିନେଶ ଜୈନ, ସୁନିଲ ଜୈନ, ଦୀନବନ୍ଧୁ ସାହୁ, ବିଶମ ସାହୁ ସହଯୋଗ କରିଥିଲେ ।