-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ପଦ୍ମପୁର / ବରଗଡ ଜିଲ୍ଲା କଟାପାଲି ଠାରେ ଜିଲ୍ଲା ସ୍ତରୀୟ ରଙ୍ଗ ତୁଲୀ କଳାକାର ସଂଘର ଏକ ଗୁରୁତ୍ଵପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ କଳାକାର ଭାଇ
ମାନେ ଯୋଗୋଦେଇଥିଲେ । ବର୍ଷା ବାଧକ ସାଜିଥିଲେ ମଧ୍ୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବରଗଡ ଜିଲ୍ଲା ଉପସଭାପତି ଅଭିମନ୍ୟୁ ମେହେର ସଭାପତି କାର୍ଯ୍ୟ ତୁଲାଇ ଥିଲେ । ସମ୍ପାଦକ କେଦାର ସାହୁ, କୋଷାଧ୍ୟକ୍ଷ ନରେନ୍ଦ୍ର କଠାର
ଓ ଅନିଲ ଗୁପ୍ତା, ରମେଶ ପାଣ୍ଡେ ଓ ବହୁସଂଖ୍ୟାରେ କଳାକାର ମାନେ ଯୋଗ ଦେଇ ସଭାକୁ ସୁପରିଚାଳିତ କରିଥିଲେ । ଏହି ସଭାରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା l
(ପଦ୍ମପୁର ରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)