-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
20-Jul-2022
ମୁରିବାହଲ / ମୁରିବାହାଲ ବ୍ଲକ୍ ଅନ୍ତର୍ଗତ ହ ଦହଦ୍। ଗ୍ରାମ ର ଜ।ମୁଡୁଙ୍ଗୁରି ଠାରେ ସାଧୁ ସୁଶିଲ ଦାସ ଙ୍କ ତତ୍ତ୍ଵାବଧାନରେ ଅଞ୍ଚାଲରେ ଶାନ୍ତି ସ୍ଥାପନା ପାଇଁ ଏବଂ ଭକ୍ତ ଜନ ଙ୍କ କଲ୍ୟାଣ ପାଇଁଦୀର୍ଘ ଦୁଇ ଦିନ ଧରି ଚାଲିଥିବା ଅଖଣ୍ଡ ବ୍ରହ୍ମ ଧ୍ୱନି ଯଜ୍ଞ ସୋମ ଵାର୍ ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମହିମା ନିତ୍ୟ ସ୍ଥଳୀ ଉତ୍କଳ ପୁଣ୍ୟ କ୍ଷେତ୍ର ଜାମୁ ଦୁଂଗୁରି ଠାରେ
ରବିବାର ଦିନ ବ୍ରହ୍ମ ଧ୍ୱନି ସ୍ଥାପନ ସହ ଅଖଣ୍ଡ ଜ୍ୟୋତି ପ୍ରଜ୍ଵ ଲନ କରାଯାଇଥିବା ବେଳେ ଯଜ୍ଞ ସାଧୁ ଗଜିନ୍ଦ୍ର ଦାସ, ଚନ୍ଦ୍ରମଣି ଦାସ, ରଘୁନାଥ ଦାସ, ନବୀନ ଦାସ, ଅଣାକାର, ତ୍ୟାଗୀ ଧର୍ମପଦ, ଅକ୍ଷୟ ତ୍ୟାଗୀ ସହ ଅନେକ ସାଧୁ ଯୋଗ ଦେଇ ଥିବା ବେଳେ ଭକ୍ତ ତ୍ରେତୟା,ବିଶିକେସନ୍,ଶଙ୍କର, ସନ୍ନ୍ୟାସୀ, ଭୁବନ,ମଧୁ, ରୂପଧର, ତୁଳ।ର।ମ୍ , ପଙ୍କଜ, ବଂଶୀ,ସହଦେବ, ଭମର୍,ତପନ, ନିରାକାର ତଥା ଅଂଚଳର ବହୁ ଭକ୍ତ ମାନେ ଯୋଗ ଦେଇ ଥିବା ବେଳେ ହଦ୍ ହଡ। ଗ୍ରାମବାସୀ ସହଯୋଗ କରିଥିଲେ।