-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
19-Jul-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ସ୍ଥାନିୟ ଛୁଇବନ୍ଦ ପାଖରେ ଥିବା ସ୍ଥାନରେ ୧୮୯ ବାଟାଲିୟନ ସି.ଆର୍.ପି.ଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର
ଜିଳ୍ଲାପାଳ ଶ୍ରୀ ଚଞ୍ଚଳ ରାଣା, ୧୮୦ ବାଟାଲିୟନ ସି.ଆର୍.ପି.ଏଫ୍ କମାଣ୍ଡିଂ ଅଫିସର. ଶ୍ରୀ ପବନ ତିୟ୍ୟାରି, ଶ୍ରୀମତୀ ସତ୍ୟା ତିୟ୍ୟାରି, ୨ୟ କମାଣ୍ଡିଂ ଅଫିସର. ଶ୍ରୀ ପି.କେ ସାହୁ, ୨ୟ କମାଣ୍ଡିଂ ଅଫିସର ଶ୍ରୀ ପିତବାସ ପଣ୍ତା ଓ ଡେପୁଟି କ୍ୟାମଣ୍ଡିଂ ଅଫିସର. ଏମ୍.ଡି. ମୋଜି ମଲ୍ଲିକ୍ ଉପସ୍ଥିତ ରହି ପରିବେଶ ପ୍ରତି ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି ।
ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜେ .ଏସ. ଏମ, ବାଣିଜ୍ୟ ମହାବିଦ୍ୟାଳୟର ଏ.ଓ ଶ୍ରୀ ଶୈଳେସ କୁମାର ପାଲ, ପିଇଟି ଶିକ୍ଷ୍ୟକ ଶ୍ରୀ ନିରୋଜ ମିଶ୍ର, କାର୍ଯ୍ୟକଳାପ ଇନଚାର୍ଜ ମିସ୍ ସୁପ୍ରିୟା ମହାପାତ୍ର ପୁଣି ଆନେକ ଛାତ୍ର-ଛାତ୍ରି ବୃକ୍ଷ ରୋପଣ କାର୍ଯ୍ୟରେରେ ସହଯୋଗ କରିଥିଲେ ।