-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||     

HOME   ଜିଲ୍ଲା

ଭାବ ପ୍ରବଣତା ନୁହେଁ କର୍ମ ପ୍ରବଣତା ହିଁ ସ୍ୱଛତା କୁ ଆଗେଇ ନେବ- ମନୋଜ ଭଳି ସମସ୍ତ ଙ୍କ ସାମାଜିକ ପ୍ରତିବଦ୍ଧତା ରହିଲେ କ୍ଲିନ ଜ଼ିଲ୍ଲା କ୍ଲିନ ଦେଶ ବି ଗଢିବା ସମ୍ଭବ ହେବ

07-Jul-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ପୌର ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ସ୍ୱଛତା କ୍ଷେତ୍ରରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର ପ୍ରସାର କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଘନ ଘନ ବୈଠକ ଓ ପ୍ରସ୍ତୁତି କରୁଛନ୍ତି  l କିନ୍ତୁ ବାସ୍ତବ ରେ ବେଳେ ବେଳେ କେତେକ ଜାଗାରେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି l ଆଉ ଭାବ ପ୍ରବଣତା ନୁହେଁ କର୍ମ ପ୍ରବଣତା ଓ ସାମାଜିକ ପ୍ରତିବଦ୍ଧତା ରେ ହିଁ  ଜ଼ିଲ୍ଲା ରେ କ୍ଲିନ ସୁବର୍ଣ୍ଣପୁର ସ୍ୱଛତା ଅଭିଯାନ କୁ  ଆଗେଇ ନେବ ଓ ସମସ୍ତ କ୍ଷେତ୍ରରେ ସଫଳତା ଦେବ l ତାହେଲେ ଯାଇ ଗାନ୍ଧିଜୀ ଙ୍କ ଆହ୍ୱାନ କୁ ସଫଳ କରିହେବ l ଆଉ ଗାନ୍ଧିଜୀ ଙ୍କ ଆଦର୍ଶ ରେ

ଅନୁପ୍ରାଣିତ ହୋଇ ସେଭଳି ଏକ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ର ପୋଲିସ ତଥା ସ୍ୱଚ୍ଛ ଭାରତ ର ଆଗଧାଡିର ଯୋଦ୍ଧା ମନୋଜ ପଣ୍ଡା l ବର୍ତ୍ତମାନ ସେ  ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା  ରଥ ଯାତ୍ରା ରେ ମହାପ୍ରଭୁ ଓ ଲୋକଙ୍କ ସୁରକ୍ଷା ପୋଲିସ ଡିଉଟି ସାଙ୍ଗେ ସାଙ୍ଗେ କିଛି ସମୟ ବାହାର କରି ସହର ର ସ୍ୱଛତା କ୍ଷେତ୍ରରେ କିଛି ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି l ଗତ 3 ତାରିଖ ରେ ତରଭା ଠାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ମେଳା ଓ ପଲିଥିନ ମୁକ୍ତ ସଚେତନତା ଅଭିଯାନ ରେ  ସ୍ୱଚ୍ଛ ଭାରତ ସଂଗଠନ ସହିତ ଶ୍ରୀ ପଣ୍ଡା ସମସ୍ତ ସହଯୋଗ କରି ଆସିଥିବା ବେଳେ ଗତ 5 ତାରିଖ ରେ ସହର ର ଏକ ମାତ୍ର ତରଭା କଲେଜ ଖେଳ ପଡିଆ ଠାରେ  ପଚା ଷଢ଼l କୁଢ଼ କୁଢ଼ ଅଳିଆ ଆବର୍ଜନା ଓ ପଲିଥିନ ଜମା ହୋଇଥିବା ଦୃଶ୍ୟ କୁ ଦେଖି ସେ ଆଶ୍ଚର୍ଯ୍ୟ ଓ ବିଚଳିତ ହୋଇ ଯାଇଥିଲେ l ଏବଂ ଫଟୋ ଉଠାଇ ସ୍ଥାନୀୟ ଏନ ଏ ସି କର୍ତ୍ତୃପକ୍ଷ  ଓ  ସାନିଟାରୀ ଇନ୍ସପେକ୍ଟର ଶ୍ରୀ ଅଜୟ ସ୍ୱାଇଁ ଙ୍କ ନଜର କୁ ଆଣି ତୁରନ୍ତ ସେଇ ଜାଗାରୁ ପଲିଥିନ ଓ ଆବର୍ଜନା ସବୁକୁ ସଫା କରିବାକୁ ପ୍ରଥମେ ଅଫିସ ରେ ରିପୋର୍ଟ କଲା ପରେ କେହି ଶୁଣି ନ ଥିଲେ l ପରେ ପୁଣି ସ୍ୱାଇଁ ବାବୁ ଙ୍କୁ ଅନୁରୋଧ କରି ଥିଲେ, ଆଉ ଏଥିରେ ଅବହେଳା କଲେ  ଜ଼ିଲ୍ଲାପାଳ ଙ୍କୁ ଏ ଦୃଶ୍ୟ ଟୁଇଟ ମାଧ୍ୟମରେ ଜଣାବାକୁ କହିଥିଲେ l ତାପରେ ଶ୍ରୀ ପଣ୍ଡା ଏନ ଏ ସି ର ସହମତି ପରେ ସ୍ୱଚ୍ଛ ସାଥି ସୁପରଭାଇଜର ସନ୍ଧ୍ୟା ରାଣୀ ସେଠି ଙ୍କ ନେତୃତ୍ୱ ରେ ସ୍ୱଚ୍ଛ ସାଥି କଳ୍ପନା ସରଭଙ୍ଗ, ଅହଲ୍ୟl ତାଣ୍ଡି, ଚପଳା ତାଣ୍ଡି, ପିଙ୍କି ପଣ୍ଡା ଓ ମାଙ୍ଗେଲାଲ ଆଗ୍ରୱାଲା ଙ୍କ ସହିତ କିଛି ସ୍ବେଛାସେବୀ ଙ୍କ ସହଯୋଗ ରେ ଗତ ମଙ୍ଗଳବାର ଅପରାହ୍ନ ରୁ ରାତି ଭିତରେ ହିଁ ସମସ୍ତ ଆବର୍ଜନା କୁ ସଫେଇ କରିବାରେ ସଫଳ ହୋଇ ଥିଲେ,  ନିଜେ ବି ସହଯୋଗ କରିଥିଲେ ଓ ପଡିଆ ରେ ଥିବା ମୀନା ବଜାର ର ପ୍ରତ୍ୟେକ ଷ୍ଟଲ କୁ ଶ୍ରୀ ପଣ୍ଡା, ଏନ ଏ ସି କର୍ମକର୍ତ୍ତା ଓ ସ୍ୱଚ୍ଛ ସାଥି ମାନେ ବୁଲି ବୁଲି ଦୋକାନୀ ଙ୍କୁ ଗ୍ରାହକ ଙ୍କୁ ପଲିଥିନ ପଡିଆ ରେ ନ ପକାଇ ଡଷ୍ଟ ବିନ ରେ ପକାଇବାକୁ ସାମୁହିକ ସଚେତନ କରାଇଥିଲେ l ଏବଂ ଆଗାମୀ ଦିନ ରେ ଏଇ ସ୍ୱଛତା କାର୍ଯ୍ୟକ୍ରମ ରେ ସମସ୍ତ ସହଯୋଗ କରିବାକୁ ଏନ ଏ ସି କର୍ତ୍ତୃପକ୍ଷ  କିଛି ସମାଜସେବୀ ଙ୍କ ସମେତ ତରଭା ଥାନା ଅଧିକାରୀ  ସୁବ୍ରତ ପାଣିଗ୍ରାହୀ ମଧ୍ୟ ଦୃଢ଼ ପ୍ରତିଶୁତି ଦେଇ ଶ୍ରୀ ପଣ୍ଡା ଙ୍କୁ ଉତ୍ସାହିତ କରିଥିଲେ l କେବଳ ମନୋଜ ନୁହେଁ ସ୍ୱଚ୍ଛ ଭାରତ ର ସମସ୍ତ ସଭ୍ୟ ଙ୍କୁ ଜ଼ିଲ୍ଲାପାଳ, ଏସପି ଓ ଅନ୍ୟ ସମସ୍ତ ପ୍ରଶାସକ ମାନେ ଏ ଦିଗରେ କାମ ଜାରି ରଖିବାକୁ ସବୁବେଳେ ଉତ୍ସାହିତ କରୁଛନ୍ତି, ସାହସ ଦେଇଛନ୍ତି l ସୋନପୁର ବୌଦ୍ଧ  ଉଭୟ ଜ଼ିଲ୍ଲା ର ବିଭିନ୍ନ ଅଞ୍ଚଳ ରେ  ପରିବେଶ ସ୍ୱଛତା ପ୍ରତି

ଯତ୍ନବାନ ରହି ଏବେ ଆତ୍ମ ବିଶ୍ୱାସ ର ସହିତ ସ୍ୱଚ୍ଛ ଓ ପରିବେଶ ସଚେତନତା କାର୍ଯ୍ୟ କରୁଛନ୍ତି l ଗତ ସପ୍ତାହ ରେ ତରଭା ମାହେଶ୍ୱରୀ ଓ ସୋନପୁର ସ୍ୱଚ୍ଛ ଭାରତ ସଂଗଠନ ର କିଛି କର୍ମକର୍ତ୍ତା ଙ୍କ ସହିତ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଏଇ ସ୍ୱଛତା  ଓ କ୍ଲିନ ସୋନପୁର ଅଭିଯାନ ଉପରେ  କିଛି ଜରୁରୀ ଆଲୋଚନା କରି ସ୍ୱଛତା ପ୍ରତି ଧ୍ୟାନ ଦେଇ ଜ଼ିଲ୍ଲା ସାରା ଲୋକଙ୍କୁ ସଚେତନ କରାଇବାକୁ ଉତ୍ସାହିତ କରିଥିଲେ l ସାର ଜଣେ ଦୁଇ ଜଣ ଲୋକ ଆପଣ ଚାହିଁଲେ ଆମ ସହର, ଓ ଜ଼ିଲ୍ଲା କଣ ସ୍ୱଚ୍ଛ ହୋଇଯିବ ? ସରକାର ପଲିଥିନ ଫେକ୍ଟ୍ରି ବନ୍ଦ କରିଦେଲେ ଆପେ ଏହାର ସମାଧାନ ହୋଇଯିବ ବୋଲି ତରଭା ଠାରେ ଜଣେ ଚା ଦୋକାନୀ ଙ୍କ ପ୍ରଶ୍ନ ର ଉତ୍ତର ରେ ଶ୍ରୀ ପଣ୍ଡା କହିଥିଲେ ଯେ, ଭାରତ ଦେଶର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀ ଆଗେ ଏକା ଲଢ଼ିଥିଲେ ଅନେକ ସମାଲୋଚିତ ହୋଇଥିଲେ l ପରେ ପରେ ଏ ଅଭିଯାନ ଆରମ୍ଭ କରି ପର୍ଯ୍ୟାୟ କ୍ରମେ ଦେଶ ସାରା ଲୋକଙ୍କୁ ସେଇ ଆନ୍ଦୋଳନ ରେ ଯୋଡି ଥିଲେ ଆଉ ସଫଳ ବି ହୋଇଥିଲେ l ଠିକ ସେ ଭଳି ତରଭା ର ଏଇ ସ୍ପର୍ଟ ଏକ୍ସନ ବା ସ୍ପର୍ଟ ସମାଧାନ ମାଧ୍ୟମରେ କର୍ମ ପ୍ରବଣତା ଓ ସାମାଜିକ ପ୍ରତିବଦ୍ଧତା ର ଏକ ଝଲକ ବା ଉଦାହରଣ ଦେଇଛନ୍ତି ଶ୍ରୀ ପଣ୍ଡା ଏବଂ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା  ଲୋକଙ୍କୁ ଉତ୍ସାହିତ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026

You Might Also Like

                   
  ଜିଲ୍ଲା  

ବରୀ ରେ ବନ୍ୟା