-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Jun-2022
ବରଗଡ:ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ଜନ୍ମ ଦିବସ ଅବସରରେ ଆଜି (ଗୁରୁବାର) ବରଗଡ଼ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମନ୍ତ୍ରୀଙ୍କୁ ତାଙ୍କର ବାସଭବନରେ ଶିକ୍ଷକ ସଂଘର କର୍ମକର୍ତ୍ତାଗଣ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ବିଜେପୁର ବ୍ଲକ ଅଧ୍ଯକ୍ଷ ମୋତିରାମ ସାହୁ ମଧ୍ଯ ଉପସ୍ଥିତ ଥିଲେ। ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘର ସଭାପତି ସୌମ୍ୟ ରଂଜନ ପ୍ରଧାନ, ଉପସଭାପତି ଅକ୍ଷୟ ପ୍ରଧାନ, ଫିରୋଜ ନାଗ, ସ୍ବାତୀ ତ୍ରିପାଠୀ, ବବି ପ୍ରଧାନ, ପ୍ରତିମା ସାହୁ, ଉପଦେଷ୍ଟା ଶ୍ରୀକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।