-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||     

HOME   ଜିଲ୍ଲା

ତହସିଲଦାର ଙ୍କ ମାତ୍ରାଧିକ କାର୍ଯ୍ୟକଳାପ, ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାୟୀତ୍ୱ ଦେବା ନେଇ ଆଇନଜୀବୀ ଓ ସାଧାରଣ ରେ ତୀବ୍ର ଅସନ୍ତୋଷ,କାର୍ଯ୍ୟାନୁଷ୍ଠାନ ଦାବି

22-Nov-2020



 ଟିଟିଲାଗଡ଼(ପ୍ରେରଣା ଖବର) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟକଳାପ ଓ ମନୋମୁଖୀ କାର୍ଯ୍ୟ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ତହସିଲଦାର   ଆନନ୍ଦ କୁମାର ପଣ୍ଡା ଟିଟିଲାଗଡ଼ ତହସିଲ ଅଧୀନରେ ଯୋଗଦାନ କରିବା ଦିନ ଠାରୁ ସେ ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ପ୍ରଦାନ କରି ନିଜେ କୌଣସି କାର୍ଯ୍ୟ ସମ୍ପାଦନ ନ କରିବା ଯୋଗୁଁ ସାଧାରଣ ନାନା ପ୍ରକାର ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ରାଜସ୍ୱ ଆଦାୟ କୁ ଆଳ କରି ମିଥ୍ୟା ବାହାବାହା ନେଉଥିବା ବେଳେ ଜାଣିଶୁଣି ସରକାରୀ ନିୟମ ଅନୁଯାୟୀ କୌଣସି ବାଲିଘାଟ କିମ୍ବା ପଥର କୁଆଁରି ମାନ ମାସ, ମାସ ରୁ ଉର୍ଦ୍ଧ୍ବ ହୋଇ ଯାଇଥିବା ସତ୍ୱେ ସେ ନେଇ କିଏ ଟେଣ୍ଡର ପାଇଲେ କିମ୍ବା କିଏ ଲିଜ ନେଲେ ସେ ନେଇ ସାଧାରଣ ଙ୍କୁ କିଛି ସୂଚନା ଦିଆଯାଉ ନାହିଁ। ଏପରିକି କିଏ ଲିଜ ବା ଟେଣ୍ଡର ନେଲେ ଓ ରାଜସ୍ବ ଆଦାୟ ପତ୍ର ଓ ମୁଲ୍ୟହାର କେତେ ସେ  ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଉ ନାହିଁ । ଅପରପକ୍ଷରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଭିନ୍ନ ସରକାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଆ ଯାଇଛି। ସମ୍ପୁକ୍ତ ବ୍ୟକ୍ତି ଓ ଠିକାଦାର ଙ୍କୁ ଯୋଗାଉ ଥିବା ଆବଶ୍ୟକ ସାମଗ୍ରୀ ବିଶେଷ ଭାବରେ ଟ୍ରାକ୍ଟର ଗୁଡିକୁ ମନଇଚ୍ଛା ଅଟକ ରଖି ବାରମ୍ବାର ମୋଟା ଅଙ୍କ ର ଫାଇନ ଆଦାୟ କରାଯାଉଥିବା  ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଟିଟିଲାଗଡ଼ ରେ ଥିବା ସମସ୍ତ ଟ୍ରାକ୍ଟର, ଡ଼ମ୍ଫର,ଜେ ସି ପି ଗୁଡିକ ବିଭିନ୍ନ ଫାଇନାନ୍ସ କମ୍ପାନୀ ଜରିଆରେ ଚାଲୁଥିବା ବେଳେ ସେମାନେ ଘୋର ଆର୍ଥିକ ଦୁର୍ଦଶା ର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି। ଏଣୁ ଉକ୍ତ ଲିଜ ବା ଟେଣ୍ଡର ଧାରୀ ଙ୍କ ନାମ, ସ୍ଥାନ ମାସ ମାସ ଧରି ବିତିଯିବା ସତ୍ୱେ ପ୍ରକାଶ ନ କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏପରି କି ଉକ୍ତ ତହସିଲଦାର ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ନ ରହିବା ଓ ମନଇଚ୍ଛା ଆସି ଚାଲିଯିବା ଯୋଗୁଁ ଦୂର,ଦୁରାନ୍ତ ରୁ ହିତାଧିକାରୀ ଆସି ନିଜ ଆବେଦନ, ନିବେଦନ କରି ପାରୁ ନାହାଁନ୍ତି । ଏପରି କି କରୋନା ଆଳ କରି ଡ୍ରପ ବାକ୍ସ ରେ ପକେଇ ଦେବାକୁ ଉପସ୍ଥିତ କର୍ମଚାରୀ କହିବା ଓ ଦିନ ଗଡି ଚାଲିବା ସତ୍ୱେ ବାରମ୍ବାର ଆବେଦନ କରି କିଛି ସୁଫଳ ନ ମିଳିବା ଓ ତାଙ୍କ ସାକ୍ଷାତ ନ ମିଳିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

ଅତିରିକ୍ତ ତହସିଲଦାର ଙ୍କୁ ସମସ୍ତ ଦାଇତ୍ଵ ଦେଇ ଦିଆଯାଇଥିବା ବେଳେ ଯେପରି କି ତହସିଲଦାର ନିଜେ ଜମି ପଟା, ଜାତିଗତ,ଆୟ ,ବାସିନ୍ଦା,ଜମି ପଟ୍ଟା ର ନକଲ କପି,ଜମିସିମା ନିର୍ଧାରଣ ମାମଲା,ଜମି କିସମ ପରିବର୍ତନ,ଏବଂ ,୧୪୪,୧୦୭ ଆଇନ ଅନୁଯାୟୀ ଧାରା ଲାଗୁ ନିଜେ କରିବା ,ତଥା  କରୋନା ସୁରକ୍ଷା ଦାଇତ୍ଵ ପରି ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଉକ୍ତ ଅତିରିକ୍ତ ତହସିଲଦାର ଙ୍କ ଉପରେ ଲଦି ଦିଆ ଯାଇଛି । ଦୀର୍ଘ ଦିନ ଧରି ପଡିରହିଥିବା ଏହି ମାଲି, ମକଦ୍ଦମା କାର୍ଯ୍ୟ ହୋଇ ନ ପାରିବା ଓ ନିଜ ମନମୁଖୀ କରି ଚାଲିଥିବା ବେଳେ ସାଧାରଣ ଦୁର୍ଦଶା ର ଶିକାର ହୋଇ ଚାଲିଛନ୍ତି । ଆକାର ଓ ଆୟତନ ଅନୁଯାୟୀ ଟିଟିଲାଗଡ଼ ସବ ଡିଭିଜନ  ଓଡ଼ିଶା ରେ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହି ତହସିଲ ର ଅନେକ ମୌଜା ର ସାଧାରଣ ଜନତା ନିର୍ଭରଶୀଳ ରହିଛନ୍ତି । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଇନଜୀବୀ ଓ ସାଧାରଣ ରେ ଦୃଢ଼ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026

You Might Also Like