-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ପଞ୍ଚାୟତ ରେ ମନରେଗା ଯୋଜନା ଦିଗହରା : ହିତାଧିକାରୀ ହନ୍ତସନ୍ତ

31-May-2022



ପାଟଣାଗଡ଼ / ଖପ୍ରାଖୋଲ : ଖପ୍ରାଖୋଲ ଦାଦନ ପ୍ରବଣ ଅଞ୍ଚଳରେ ଦାଦନ ରୋକିବା ପାଇଁ ନିଜ ଭିଟା ମାଟି ରେ ଦାଦନ ପେଟ କୁ ଦାନା ଦେବା ପାଇଁ ସରକାର ମନ ରେଗା ଯୋଜନାରେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି ! ନିଜ ଭିଟା ମାଟି ରେ ରହି କାମ କରି ବଞ୍ଚିବା ସହିତ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ କାମ ଗୁଡିକ ଯୋଗାଇ ଦେବା ଲକ୍ଷ୍ୟ ରେ ସରକାର ଜମି ଉନ୍ନତି କରଣ , ବହୁ ମୁଖୀ ପୋଖରୀ , ଗାଈ ଗୁହାଳ , ଛେଳି ଗୁହାଳ ନିର୍ମାଣ କରି ଗରିବ ଶ୍ରମିକ ସ୍ୱାବଲମ୍ବୀ ହେବା ସହିତ ଆର୍ଥିକ ଉନ୍ନତି ର ଅଗ୍ରଗତି ନିମନ୍ତେ ଯୋଜନା କରିଛନ୍ତି ! କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ବେପାରୁଆ ମନୋଭାବ ପାଇଁ ହିତାଧିକାରୀ ଏହି ସବୁ ଯୋଜନା ରେ କାମକରି ମାସ ମାସ , ବର୍ଷ ବର୍ଷ ପର୍ଯ୍ୟନ୍ତ ମଜୁରୀ ପାଉନାହାନ୍ତି ! ସରକାର ଙ୍କ ମନରେଗା ଯୋଜନା ଦିଗହରା ହୋଇ ପଡିଛି ! ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତ ର ହିତାଧିକାରୀଙ୍କ ଠାରୁ ! ସୂଚନାଯୋଗ୍ୟ ଖପ୍ରାଖୋଲ ପଞ୍ଚାୟତ ର ବଡ଼ଗୁର୍ଜିଭଟା , ମହୁରୁଣ୍ଡି , କର୍ଲାକୁଟୁନା , କୁର୍ଲୁମାଲ , ଗୁଣ୍ଡୁରୁପାଲି ଓ ଖପ୍ରାଖୋଲ ଗ୍ରାମ ର ଲୋକ ମାନେ ମନରେଗା ଯୋଜନାରେ ଜମି ଉନ୍ନତି କାମ କରି ଥିବାବେଳେ  ଗରିବ ମୁଜୁରିଆ ପେଟ କୁ ଦାନା ଯୋଗାଇବା ଆଶା , ଆଶା ରେ ରହିଯାଇଛି ବୋଳି ମହୁରୂଣ୍ଡି ଗ୍ରାମର ଗୁଣମଣି ଭୋଇ ହିତାଧିକାରୀ ଅଭିଯୋଗ କରିଛନ୍ତି ! ସେ ଦୀର୍ଘ ଏକ ବର୍ଷ ହେଲା ଜମିଉନ୍ନତି କରଣ କାମ କରି ପଇସା ପାଇ ନାହାନ୍ତି ! ନିଳାମ୍ବର ଭୋଇ , ପରମା ନନ୍ଦ ପଧାନ , ରବୀନ୍ଦ୍ର ଭୋଇ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରି ପଇସା ପାଇନାହିଁ ! ସେହିପରି ଚିତ ଭୋଇ , ବିପିନ ଭୋଇ ମଧ୍ୟ ଅଧ ଅଧ ପଇସା ପାଇ ବାକି ରହି ଯାଇଥିବାରୁ ହିତାଧିକାରୀ ଧାଇଁ ଧାଇଁ ନୟାନ୍ତ ହେଲେଣି କିନ୍ତୁ କେହି କର୍ଣପାତ କରୁନାହାନ୍ତି ! ଖପ୍ରାଖୋଲ ପଞ୍ଚାୟତ ର ଜେଇ ଦାଇତ୍ଵ ରେ ରାଜକିଶୋର ନାଏକ ରହିଥିବା ବେଳେ ନୀଳମଣି ଜାଲ ଜି.ଆର.ଏସ ଦାଇତ୍ୱ ରେ ରହିଥିବା ଜଣାପଡିଛି ! ହିତାଧିକାରୀ ବିଲ ପାଇଁ ଜେଇ ପାଖକୁ ଗଲେ ଜି ଆର ଏସ ଫାଇଲ ଅପ ଟୁ ଡେଟ କରୁ ନାହାନ୍ତି ବୋଲି କହୁ ଥିବା ବେଳେ ଜି ଆର ଏସ ଧାରା ଛୁଆଁ ଦେଉ ନାହାନ୍ତି ! ମନରେଗା ଯୋଜନାରେ ସରଲୀ କରଣ ଓ ସୁବିଧା ରେ ଏହି ଯୋଜନା କୁ ଫଳ ପ୍ରଦ କରିବା ପାଇଁ ଜି ଆର ଏସ ମାନଙ୍କୁ ପଞ୍ଚାୟଚା କାର୍ୟଳୟ ରେ ସବୁ ଦିନ ଉପସ୍ଥିତ ରହି ଜନସାଧାରଣ ଙ୍କ କାମ କରିବା ପାଇଁ ସରକାର ନିଯୁକ୍ତି ଦେଇଥିବା ବେଳେ ଖପ୍ରାଖୋଲ ପଂଚାୟତ ର ଜି ଆର ଏସ ଜାଲ ବାବୁ କୁଆଡେ ଅନ୍ତର୍ଧ୍ୟାନ ହୋଇ ଯାଇ ଥିବା ଅଭିଯୋଗ ହୋଇଛି ! ଜେଇ ପାଖକୁ ଗକେ ଜେଇ ରାଜ କିଶୋର ବାବୁ ଙ୍କ ରାଜାଠାଣି ଗରିବ ଶ୍ରମିକ ଙ୍କୁ ଅତିଷ୍ଠ କରି ପକାଉଛି ! ଅନ୍ୟ ପଟେ ଏହି ପଂଚାୟତ ର ପିଇଓ ଆଉ ଜଣେ କରିତ କର୍ମା ଅଧିକାରୀ ! ନୀଳ ବାବୁ ଓ ପିଇଓ ଙ୍କ ମଧୁଚନ୍ଦ୍ରିକା ରେ ମନରେଗା ଯୋଜନାରେ ବିଗତ ବର୍ଷ ରେ ଅଧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ହୋଇ ଥିବା ଜନସାଧାରଣ ରେ ଚର୍ଚ୍ଚା ! ଏନେଇ ବିଡିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଅଭିଯୋଗ କ୍ରମେ ତାଗିଦ କରାଯାଇଛି ଓ ଆଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ! ଖପ୍ରାଖୋଲ ପଞ୍ଚାୟତ ରେ ଦୁର୍ନୀତି ଚରମ ସୀମାରେ ପହଂଚି ଥିବା ବେଳେ ଉଚିତ ତଦନ୍ତ କଲେ ଲୋକ ଲୋଚନ କୁ ଆସିବ ବୋଲି ବୁଦ୍ଧି ଯିବି ମହଲ ରେ ଆଲୋଚନା ହେଉଛି ! ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଂଚାୟତ ବାସୀ ଦାବୀ କରିଛନ୍ତି !


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like