-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
22-May-2022
ବଲାଙ୍ଗୀର// ଲାଞ୍ଚ ଅଭିଯୋଗରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ଫରେଷ୍ଟର ଭଗବତିଆ ଦାଶ ହୋଇଥିବାବେଳେ ଫରେଷ୍ଟ ଗାର୍ଡ ଗୋପଳ ଗଡ଼ତିଆ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଉଭୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗିର ଡିଏଫ୍ ଓ ନିଲମ୍ବନ କରିଛନ୍ତି । ଲାଞ୍ଚ ନେବାର ଅଡିଓ ବାର୍ତ୍ତାଳପ ଓଟିଭିରେ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)