-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
19-May-2022
ଗଞ୍ଜାମ (ଭଗବାନ ପାଢୀ ଙ୍କ ରିପୋର୍ଟ) ସଦର ଥାନା ଅନ୍ତର୍ଗତ ନlରଣପୁର ମେନ୍ ରୋଡ଼ ନିକଟରେ ଥିବା ଏକ ଶଙ୍ଖ ତଳେ ଅଜଣା ବ୍ୟକ୍ତି ଶବ ପଡ଼ିଥିବାର ସୂଚନା ମିଳିଛି l ସ୍ଥାନୀୟ ଲୋକେ ଶୌଚ କରିବାକୁ ପେଣ୍ଠ ବନ୍ଧକୁ ଯିବା ସମୟ ରେ ଶବକୁ ଦେଖି ସଙ୍ଗେ ସଙ୍ଗେ ସଦର ଥାନା କୁ ଖବର ଦେଇଥିଲେ କିନ୍ତୁ ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଂଚି ମୃତ ବ୍ୟାକ୍ତି ଙ୍କ ପଡ଼ିଥିବା ସମାନ କୁ ତଦାରଖ କରିଥିଲେ ଏବଂ ପରିସରରେ ସ୍ଥାନୀୟ ଲକଙ୍କ ଦ୍ୱାରା ଜଣାପଡିଛି ମୃତ ବ୍ୟକ୍ତି ଜଣଙ୍କ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳଝୋଳି ଗ୍ରାମର ଦିଲୀପ ମଲିକ ବୋଲି ସୂଚନା ମିଳିଛି ଏବଂ ପୋଲିସ କହିବା ଅନୁସାରେ ଏହା ମଡ଼ର ହୋଇଥିବା ସୂଚନା ମିଳିଛି l