-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||     

HOME   ଜିଲ୍ଲା

ଟିଟିଲାଗଡ ମାରୱାଡ଼ି ଯୁବାମଞ୍ଚ ତରଫରୁ ଏକ ଦିନିଆ କ୍ୟାନସର ଯାଞ୍ଚ ଶିବିର ଆୟୋଜିତ- ୮୧ ଜଣ କଲେ ପରିକ୍ଷଣ

18-May-2022



ମାରୱାଡ଼ି ଯୁବାମଞ୍ଚ ତରଫରୁ ସଦାବେଳେ ସମାଜର ମଙ୍ଗଳ ପାଇଁ ତଥା ସେବା ଯୋଗାଇବା ଉଦ୍ଦେଶ୍ୟରେ ଲୋକଙ୍କୁ ସହଯୋଗ କରିବା ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟ ହାତକୁ ନେଇଥାନ୍ତି। ଯେପରିକି ଏବେ ଖରା ଦିନରେ ଥଣ୍ଡା ପାନୀୟ ଜଳ ଭରା ଗାଡି ସହରର ବିଭିନ୍ନ ସ୍ଥାନକୁ ବୁଲି ବୁଲି ପଥଚାରୀ ଏବଂ ସମସ୍ତ ଲୋକଙ୍କୁ ଏହି ସେବା ଯୋଗାଇ ଦେଇଥିଲେ। ସେହିପରି ଆହାର କେନ୍ଦ୍ର ରବିବାର ଦିନ ବନ୍ଦ ରହୁଥିବା ବେଳେ ଅସହାୟ ଲୋକଙ୍କୁ ନିଶୁଳ୍କ ଗୋଟିଏ ସମୟ ଖାଇବାକୁ ଦେଉଛନ୍ତି। ସେହିପରି ଆଜି ମଙ୍ଗଳବାର ଦିନ ମାରୱାଡ଼ି ଯୁବା ମଞ୍ଚ ତରଫରୁ କ୍ୟାନସର ଯାଞ୍ଚ ଶିବିର ଆୟୋଜିତ ହୋଇଯାଇଛି, ଏଥିରେ ସହରର ଏବଂ ଆଖପାଖ ଅଞ୍ଚଳର ୮୧ ଜଣ ଲୋକ ନିଜ ନିଜର ପରିକ୍ଷଣ କରାଇଛନ୍ତି। ଶିବିରର ଉଦଘାଟନ କରିଥିଲେ ଗାୟତ୍ରୀ ନର୍ସିଂ ହୋମର ମୁଖ୍ୟ ତଥା ଟିଟିଲାଗଡ ସହରର ପ୍ରସିଦ୍ଧ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ ଘନଶ୍ୟାମ ଜୈନ, ମୋବାଇଲ ଭ୍ୟାନ ଭିତରକୁ ଯାଇ ସମସ୍ତ ଉପକରଣ, ଯନ୍ତ୍ରପାତି ବୁଲି ଦେଖିବା ସହ ସମସ୍ତ ପରୀକ୍ଷଣ ବିଷୟରେ ପଚାରି ବୁଝିଥିଲେ। ତାପରେ ପଞ୍ଜିକରଣ କରିଥିବା ଲୋକ ନିଜ ନିଜର ପରୀକ୍ଷଣ କରାଇଥିଲେ। ଏହି ଶିବିରକୁ ଟିଟିଲାଗଡର ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ମଧ୍ୟ ଆସି ବୁଲି ଦେଖିବା ସହ ମାରୱାଡ଼ି ଯୁବା ମଞ୍ଚର

ଏହି ଜନହିତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଶିବିର ସକାଳ ନ ଟାରୁ ସଂଧ୍ୟା ପାଞ୍ଚ ଟା ଯାଏଁ ଚାଲିଥିଲା । ପରୀକ୍ଷଣ କରିଥିବା ସମସ୍ତ ଲୋକଙ୍କୁ ରିପୋର୍ଟ ଦେବା ସହ ଉପସ୍ଥିତ ଡାକ୍ତର ପରାମର୍ଶ ମଧ୍ୟ ଦେଇଥିଲେ। ଶିବିର ଶେଷ ହେବାପରେ ମୋବାଇଲ କ୍ୟାନସର ଡିଟେକସନ ଭ୍ୟାନର ସମସ୍ତ ସଦସ୍ୟଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନିତ କାର୍ଯ୍ୟକ୍ରମରେ ଡ ଘନଶ୍ୟାମ ଜୈନ ଏବଂ ସମାଜସେବୀ ନବିନ ଜୈନ ସମସ୍ତଙ୍କୁ ସମ୍ମାନିତ କରିଥିଲେ, ମଞ୍ଚ ପରିଚାଳନା କରିଥିଲେ ରିଙ୍କୁ ଅଗ୍ରୱାଲ। ଏହି ଶିବିରକୁ ପରିଚାଳନା କରିବାରେ ମଞ୍ଚର ସଭାପତି ଅମର ଜୈନ, ସଂପାଦକ ଜଗଦୀଶ କମାନି, ପରାମର୍ଶଦାତା ରିଙ୍କୁ ଅଗ୍ରୱାଲ, କୋଷଧକ୍ଷ ଆଶିଷ ଜୈନ, ରାଜେଶ ଶର୍ମା, ପ୍ରମୋଦ ଅଗ୍ରୱାଲ, ଡାକ୍ତର ଆନନ୍ଦ କେଜ୍ରିୱାଲ, ଡାକ୍ତର ସୋହନ ଅଗ୍ରୱାଲ, ହିତେସ ଜୈନ, ଯୋଗେଶ ଜୈନ, ବିକାସ ବିର ମୀଵାଲ, ଅଙ୍କିତ ଗୁପ୍ତା, ଗଣେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026

You Might Also Like