-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||     

HOME   ଜିଲ୍ଲା

ମନମୁଣ୍ଡା ରେ ବୁଦ୍ଧ ମୂର୍ତ୍ତି ଉନ୍ମୋଚିତ ଓ ବୁଦ୍ଧ ଜୟନ୍ତୀ ମହାସମାରୋହ ରେ ପାଳିତ - ବୁଦ୍ଧ ଙ୍କ ବାଣୀ ଓ ଦିଗ ଦର୍ଶନ ସାରା ବୌଦ୍ଧ ଜ଼ିଲ୍ଲା ଅନୁଭବ କରନ୍ତି -ଜ଼ିଲ୍ଲାପାଳ-

16-May-2022



ବୌଦ୍ଧ- ବହୁ ପ୍ରତୀକ୍ଷିତ ଭଗବାନ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଆଜି ମନମୁଣ୍ଡା ତେଲନଦୀ କୂଳ ଏନ ଏଚ 57 କଡ଼ ରେ ଭକ୍ତିପୂତ ଓ ମହାସମାରୋହ ରେ ଉନ୍ମୋଚିତ ହୋଇଛି। ମୁଖ୍ୟ ଅତିଥିଭାବେ କଣ୍ଟାମାଲ ବିଧାୟକ ମହିଧର ରଣା ଯୋଗ ଦେଇ ପୂଜାର୍ଚନା କରି ଏହାକୁ ଉନ୍ମୋଚନ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ଏହାର ମୁଖ୍ୟ ପୁରୋଧା ତଥା ଜିଲ୍ଲାର ବିକାଶ ପୁରୁଷଭାବେ ବିବେଚିତ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମଧ୍ୟ ଯୋଗଦେଇ ଭଗବାନ ବୁଦ୍ଧ ଙ୍କ ଠାରେ ଦୀପ ଜାଳି ପୁଷ୍ପ ଅର୍ପଣ ପୂର୍ବକ ଉନ୍ମୋଚନ ରେ ସହଯୋଗ କରିଥିଲେ । ଉନ୍ମୋଚନ ବେଳେ କୀର୍ତନ୍ୟ କରିବା ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରାଯାଇଥିଲା।ଅଂଚଳର ଶତାଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଆସିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ପି ଡି ଅଶ୍ବିନୀ ମେହେର,ଏ ଡି ଏମ ବବିତରାଣୀ ଦଲବେହେରା,ଡି ଆଇ ପି ଆର ଓ ରିତିକାନ୍ତି ବଳିଆର ସିଂ, ଆର୍କିଟେକଚର ସୁମନ ଷଡଙ୍ଗୀ,  ବୌଦ୍ଧ ଜିଲ୍ଲାପାରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଲ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ମନମୁଣ୍ଡା ସରପଞ୍ଚ ରଂଜୁ ବେହେରା, ମନମୁଣ୍ଡା ସମିତି ସଭ୍ୟା ତନୁପ୍ରିୟା ସେନାପତି, ପ୍ରମୁଖ ଯୋଗ ଦେଇଥିଲେ।ଉନ୍ମୋଚନ କାର୍ଯ୍ୟକ୍ରମ କୁ କଣ୍ଟାମାଲ ବି ଡି ଓ କଳାକୃଷ ପ୍ରଧାନ ପରିଚାଳନା କରିଥିଲେ।ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା କୁ ରାଜ୍ୟ,ଦେଶ ତଥା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାକୁ ବୁଦ୍ଧମୟ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ।ସେନେଇ ଜିଲ୍ଲାରେ ଏକ କମିଟି ଗଠନ କରି ଏହାକୁ ସଫଳ ରୂପାୟନ ପାଇଁ ଆଜିର ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଦିନ କୁ ଧାର୍ଯ୍ୟ କରିଥିଲେ।ସେହିପ୍ରକାରେ ଜିଲ୍ଲାର ପୂର୍ବ ଓ ଦକ୍ଷିଣ ପ୍ରବେଶ ଦ୍ୱାରରେ ଓ ଅନ୍ୟ କେତେକ ସ୍ଥାନରେ ଆଜି ବୁଦ୍ଧ ମୂର୍ତ୍ତି ଉନ୍ମୋଚିତ ହୋଇଛି।ତେବେ ଜିଲ୍ଲାପାଳ ଶ୍ରୀ ମିଶ୍ର  ମନମୁଣ୍ଡା ତେଲନଦୀ ସେତୁ କୁଳ କୁ ବିଶେଷ ଭାବେ ଗୁରୁତ୍ୱ ଦେଇ ଜିଲ୍ଲା ର ସବୁଠୁ ଉଚ୍ଚ ତଥା ରାଜ୍ୟର ସବୁଠୁ ବଡ଼ ବୁଦ୍ଧ ମୂର୍ତ୍ତି ସ୍ଥାପନ କରି ରେକର୍ଡ କରିଥିବା ଜାଣିବାକୁ ମିଳିଛି। ମନମୁଣ୍ଡା ଜିଲ୍ଲାର ପଶ୍ଚିମ ଦିଗ ର ପ୍ରବେଶ ଦ୍ୱାର ଓ ଏହା ସୋନପୁର ସଦରମହକୁମା ସହ ସଂଲଗ୍ନ ରହିଥିବାରୁ ଏଠାକୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦେଶପ୍ରକାରେ କଣ୍ଟାମାଲ ବିଡ଼ିଓ ଶ୍ରୀ ପ୍ରଧାନ ଙ୍କ ନେତୃତ୍ୱରେ ବ୍ଲକ ସହକାରୀ ଯନ୍ତ୍ରୀ ସୋମନାଥ ଭୂୟାଁ , ସହକାରୀ ନିର୍ବାହୀ

ଯନ୍ତ୍ରୀ ଜୟ  ମହନ୍ତଙ୍କ  ନକ୍ସା ପ୍ରକାରେ ଜି ଆର ଏସ ଆଦିତ୍ୟ କୁମାର ମେହେର, ଜୟ ନାରାୟଣ ପଟ୍ଟନାୟକ ମାତ୍ର 14 ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ  ୪୦ ଫୁଟ ମାଟି ପୋତି ଓ ସେତିକି ଉଚ୍ଚ ର ମୂର୍ତି ସ୍ଥାପନ ମଞ୍ଚ ପ୍ରସ୍ତୁତ କରିଥିଲେ।
     ସେହିପରି ଆଜି ମନମୁଣ୍ଡା ରେ ବୁଦ୍ଧ ପୂର୍ଣ୍ଣିମା ତଥା ବୁଦ୍ଧ ଜୟନ୍ତୀ ହର୍ଷ ଉଲ୍ଲାସ ସହ ମହାସମାରୋହ ରେ ପାଳିତ ହୋଇଯାଇଛି।ଏହି ଅବସରରେ ଅଧିକାଂଶ ପରିବାର ନିଜ ନିଜ ଘର ସାମ୍ନା ରେ କଳସ ସ୍ଥାପନ କରି ଭଗବାନ ବୁଦ୍ଧଙ୍କ ପୂଜାର୍ଚନା କରିଥିଲେ। ଅହିଂସା ର ପ୍ରତୀକ ଭଗବାନ ବୁଦ୍ଧ ସମ୍ମାନାର୍ଥେ ଙ୍କ ମନମୁଣ୍ଡାରେ ଆମିଷ ଭକ୍ଷଣ ବର୍ଜନ କରାଯାଇଥିଲା ଏବଂ ପ୍ରାୟ ପ୍ରତ୍ୟେକ ଙ୍କ ଘରେ ପିଠା ପଣା କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ଲୋକମାନେ ଖୁସି ମନାଇଥିଲେ।ବ୍ରାହ୍ମଣ ସମାଜ ତରଫରୁ ଭଗବାନ ବୁଦ୍ଧ ଙ୍କ ଏକ ସ୍ୱତନ୍ତ୍ର ପୂଜା ମଧ୍ୟ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026
  ଜିଲ୍ଲା  
ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026

You Might Also Like