-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||      ବରପାଲିରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ଓ ସହାୟକ ଉପକରଣ ବଣ୍ଟନ ଶିବିର   (09-Oct-2026)       ||      ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||     

HOME   ଜିଲ୍ଲା

ପୁରୀ : ସ୍ବର୍ଗତ ଚାରଣ ରାମ ଦାସଙ୍କ ପରଲୋକର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ପବିତ୍ର ଶ୍ରାଦ୍ଧ ଦିବସ ପାଳିତ

16-May-2022



ପୁରୀ,(ପ୍ରେରଣା ଖବର) : ଓଡିଶା ଜଗନ୍ନାଥ ଧାମ, ଶାସ୍ତ୍ର, ଦର୍ଶନର ବିଶାରଦ, ପ୍ରବଚକ, କଥାବାଚକ ସ୍ବର୍ଗତ ପଣ୍ଡିତ ଚାରଣ ରାମ ଦାସ ଆଉ ଆମ ଗହଣରେ ନାହାନ୍ତି, ଦେଖୁ ଦେଖୁ ତାଙ୍କ ମୃତ୍ୟୁର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲା ଓ ଏ ଅବସର କ୍ରମେ ଗତ ୧୫ ତାରିଖ ଦିନ ସ୍ଥାନୀୟ ଜିଲ୍ଲା ସାଂସ୍କୃତିକ ଭବନ ପୁରୀ ଠାରେ ତାଙ୍କ ଶ୍ରୁତି ସଭାର ବିଶେଷ ଆୟୋଜନ କରାଯାଇ ଥିଲା l ଚାରଣ ଗୋଷ୍ଠୀ ଓ ପୁରୀ ଜଗନ୍ନାଥ ସେବକ ସମାଜ ଦ୍ୱାରା ବେଦ ଓ ବିଷ୍ଣୁ ସହସ୍ର ନାମ ଜପର ମହା ଆୟୋଜନ କରାଯାଇଥିଲା l ଏହି ଅବସରରେ ଉପସ୍ଥିତ ଭକ୍ତ ଗଣ ତାଙ୍କ ସମ୍ପର୍କିତ ଆଲୋଚନା କରିବା ସହ ତାଙ୍କ ଜଗନ୍ନାଥ ସଂସ୍କୃତି ସମ୍ପର୍କୀୟ ପାଣ୍ଡିତ୍ୟର ପ୍ରତିଫଳନରେ କିଭଳି ଜଗନ୍ନାଥ ପ୍ରଭୁଙ୍କ ପ୍ରବଚନ ଓଡିଶା ଜନ ମାନସରେ ଛାଇ ଯାଇଥିଲା ତାହା ଜାଣିବା ଆବଶ୍ୟକ ବୋଲି ନିଜ ନିଜ ମତ ଉପସ୍ଥାପନା କରିଥିଲେ l ପଣ୍ଡିତ ଚାରଣ ରାମ ଦାସ ଅନେକ ସମୟରେ  ପ୍ରଭୁ ଜଗନ୍ନାଥଙ୍କ ଦର୍ଶନର ପ୍ରଚାର ଓ ପ୍ରସାର ପାଇଁ ମୁଁ କେବଳ ଜଣେ ସେବକ ନୁହେଁ ବରଂ ପ୍ରଭୁଙ୍କ ପ୍ରତିନିଧି ବୋଲି ନିଜକୁ ପରିଚୟ ଦେଇ ଥିଲେ l ଏହି ବିଶାଳ ଜଗନ୍ନାଥ ଦର୍ଶନର ଧାର୍ମିକ ତତ୍ତ୍ୱ କୁ ଅତି ସୁନ୍ଦର,ସରଳ ଭାବରେ ଲୋକଙ୍କୁ ବୁଝାଇବାରେ ସମର୍ଥ ହୋଇଥିଲେ l ସେ ମଣିଷ ଜୀବନର ବାସ୍ତବିକତା, ବଂଚିବାର ଯଥାର୍ଥ ରୀତି ନୀତିକୁ ତାଙ୍କ ନିଜସ୍ୱ ଢଙ୍ଗରେ ବୁଝେଇବାର ଯାଦୁ କଥାପଂକ୍ତି, ଗୀତିକାର ସୁର ଓ ନିଜ ସେବକ ଦଳ ମାନଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥଙ୍କ ଗାଥା କୁ ପ୍ରସ୍ତୁତି କରିବାରେ ସଫଳ ହୋଇଥିଲେ l

ତାଙ୍କ ଲିଖିତ ଅନେକ ଜଗନ୍ନାଥ ପୁସ୍ତକ ଓ ମର୍ମ ବାଣୀ ଓଡିଶା ରେ ଚୀର ଜୀବନ୍ତ ହୋଇ ରହିବ ଏବଂ ତାଙ୍କ ସ୍ମୃତିରେ ନିକଟ ଭବିଷ୍ୟତରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରକାଶିତ କରାଯିବ ବୋଲି ପୁରୀ ଜିଲ୍ଲା ଚାରଣ ଦିବ୍ୟାନୁଷ୍ଠାନ ଘୋଷଣା କରିବା ସହ ଏହାକୁ  ସତ୍ୟରଞ୍ଜନ ମିଶ୍ର ଓ ସୂର୍ଯ୍ୟ ନାରାୟଣ ବେହେରା, ଶ୍ରୀମତୀ ମିଲୋନୀ ବେହେରା, ସ୍ବର୍ଗତ ଚାରଣ ରାମ ଦାସଙ୍କ ସହଧର୍ମିଣୀ ସୁଜାତା ବେହେରା, ପୁଅ କ୍ରିଷ୍ଣ ଦୀପାୟନ ସୁଶ୍ରୀ ପ୍ରାର୍ଥନା ବେହେରା, ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ବେହେରା, ଶ୍ରୀମତୀ ଝରଣା ବେହେରା ଇତ୍ୟାଦି ଚାରଣ ରାମ ଦାସ ଙ୍କ ଜୟନ୍ତୀ ଓ ସ୍ମୃତି ସଭାକୁ ଆସନ୍ତା ଦିନ ମାନଙ୍କ ରେ ମହା ସମାହାରରେ ପାଳନ କରିବା ପାଇଁ ସହ ସମ୍ମତି ପ୍ରକାଶ କରିଥଲେ l ସ୍ମୃତି ସଭାକୁ  ଦିବ୍ୟ ଚାରଣ ସଂଘ ଗୋଷ୍ଠୀ ପରିଚାଳନା କରିଥିଲେ ll


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026
  ଜିଲ୍ଲା  
ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   09-Oct-2026
  ଜିଲ୍ଲା  
*ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   09-Oct-2026
  ଜିଲ୍ଲା  
ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ   09-Oct-2026

You Might Also Like