-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
16-May-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଳକ ଅନ୍ତର୍ଗତ ବାଉସୁଣୀ ମହିଳା ଜୁନିଅର କଲେଜ ର ନୂତନ ଶ୍ରେଣୀଗୃହ ଭୂମିପୂଜନ ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ଦ୍ଵାରା ଅନୁଷ୍ଟିତ ହୋଇ ଯାଇଛି ।ଏହି ଅବସରରେ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ ଗାର୍ତିଆ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ, ଶିଳ୍ପ ଉଦ୍ୟୋଗୀ ଆଦିକନ୍ଦ ବାବୁ,କଲେଜ ପରିଚାଳନା କମିଟି ସଭାପତି ବସୁ ଖମାରୀ,ସମ୍ପାଦକ ଶେଷଦେବ ସାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।