-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||     

HOME   ଜିଲ୍ଲା

ଟିଟିଲାଗଡ ରେଳ ସୁରକ୍ଷା ବଳ ଦ୍ଵାରା ଟ୍ରେନ ରୁ ଗଞ୍ଜେଇ ଜବତ

16-May-2022



ଟିଟିଲାଗଡ ଦେଇ ସମତା ଏକ୍ସପ୍ରେସ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରେଳବାଇ ସୁରକ୍ଷା ବଳ ଆଇଆଇସି ଧର୍ମେନ୍ଦ୍ର ମିଶ୍ର ସିଆଇବି,ଏସଆଇବି ଦଳ କୁ ଖବର ଦେଇ ସମତା ଏକ୍ସପ୍ରେସ ଷ୍ଟେସନ କୁ ଆସିବା ପୂର୍ବରୁ ମିଳିତ ଟିମ୍ ପ୍ଲାଟଫର୍ମ ରେ ଉପସ୍ଥିତ ଥିଲେ। ସମତା ଏକ୍ସପ୍ରେସ ପହଞ୍ଚିବା ପରେ ଏହି ସ୍ଵତନ୍ତ୍ର ଦଳ ପର୍ଯ୍ୟାୟକ୍ରମେ ସମସ୍ତ ବଗି ରେ ଛାନଭିନ କରିବା ସହ ଟ୍ରେନ ର ଶେଷ ଭାଗରେ ରହିଥିବା ସାଧାରଣ ଶ୍ରେଣୀ ବଗି ରେ ଦୁଇଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ଓ ସିଟ ତଳ ଭାଗରେ ଦୁଇଟି ଟ୍ରଲି ବ୍ୟାଗ୍ ରହିଥିବା ଦେଖିବାକୁ ପାଇ ସନ୍ଦେହ ରେ ଉକ୍ତ ଟ୍ରଲି ବ୍ୟାଗ୍ କୁ ଯାଞ୍ଚ କରିବା ରୁ ଗଞ୍ଜେଇ ଥିବା ଜଣା ପଡିଥିଲା। ଉଭୟ ଅଭିଯୁକ୍ତ ଙ୍କ ସହ ଗଞ୍ଜେଇ କୁ ଜବତ କରି ଆରପିଏଫ୍ କାର୍ଯ୍ୟାଳୟ କୁ ଆଣିଥିଲେ। ଜବତ

ଗଞ୍ଜେଇ କୁ ଓଜନ କରାଯାଇଥିବା ବେଳେ ତାହା ୩୪ କେଜି ଥିବା ଜଣା ପଡିଥିଲା। ଏଥି ସହ ଉକ୍ତ ଗଞ୍ଜେଇ ପାର୍ବତୀପୁର ରୁ ଦିଲ୍ଲୀ କୁ ଚାଲାଣ କରାଯାଉଥିବା ଏବଂ ଅଭିଯୁକ୍ତ ଯୁବକ ଦ୍ବୟ ଉତ୍ତରପ୍ରଦେଶ ଗଜିଆବାଦ ଜିଲ୍ଲା ନିବାସୀ ପୱନ ସିଂ (୨୪) ହିମାଂଶୁ ଶର୍ମା (୨୫) ବୋଲି ଜଣା ପଡିଥିଲା।ଉଭୟ ଅଭିଯୁକ୍ତ ଙ୍କୁ ଜି.ଆର.ପି କୁ ହସ୍ତାନ୍ତର କରାଯାଇଥିବା ବେଳେ ଜିଆରପି ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢାଉ ରେ ଆରପିଏଫ ଏସଆଇ ରମେଶ ଚନ୍ଦ୍ର ପାତ୍ର, କୁମାର ସତ୍ୟମ୍, ଚୈତନ୍ୟ ବାଗ, ପରମାନନ୍ଦ ଭାଟି, ଅଭୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026
  ଜିଲ୍ଲା  
ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   17-Jul-2026
  ଜିଲ୍ଲା  
ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   17-Jul-2026
  ଜିଲ୍ଲା  
ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   17-Jul-2026

You Might Also Like