-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
20-Nov-2020
ବରଗଡ, (ମୁକୁନ୍ଦ ଦାସ) -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାର କୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନର ପ୍ରଦାନ କରାଯାଇଛି। ଏହି ମେସିନ ମହିଲା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ*ପକ୍ଷରୁ ପ୍ରଦାନ କରାଗଲା ଏହା ସହିତ ଅନ୍ତବାସୀ ମାନଙ୍କ ମନୋରଞନ ପାଇଁ ଏକ LCD ଟିଭି ପ୍ରଦାନ କରାଯାଇଛି । ଏହି ସମସ୍ତ ସାମଗ୍ରୀ କୁ ଅନୁଷ୍ଠାନ ର* ଜଣେ ସକ୍ରିୟ ସହଯୋଗୀ ଶ୍ରୀ ସନ୍ତୋଷ କୁମାର ଦାଶ ପ୍ରଦାନ କରିଛନ୍ତି। କାଯ୍ୟକ୍ରମ ରେ ମହିଳା ଟିମ ମୂଖ୍ୟ ମେନକା, ସବିତା, ରିତାଞଲୀ,ସନ୍ତୋଷିନୀ,ରିତା,ବବିତା,ମାମିନା,କମଲିନୀ କାଯ୍ୟକ୍ରମ ରେ ସହଯେଗ କରିଥିଲେ ରେନବୋ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର, ଜେନ ମୂଖ୍ୟ ଓ ଅନୁଷ୍ଠାନ ର ସଭାପତି ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଏହି କାରାଗାର ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।