-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
03-May-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ ସିଲେଟପଡା ଠାରେ ସିଲେଟପଡା ଗ୍ରାମ ବିକାଶ କମିଟି ପକ୍ଷରୁ ମଙ୍ଗଳବାର ଅକ୍ଷୟ ତୃତୀୟା ପାଳନ ଅବସରରେ ମାଟି ମାଆ ର ପୂଜାର୍ଚ୍ଚନା କରିଥିଲେ।ଏଥିରେ ଗ୍ରାମର ଚାଷୀ ଲକ୍ଷପତି ମାଝୀ, ଶମ୍ଭୁ ସାହୁ, ଟୁକୁ ଗହୀର,ଅର୍ଜୁନ ମାଝୀ, ଲକ୍ଷ୍ମଣ ମାଝୀ ,ସ୍ବେଚ୍ଛାସେବୀ ଦ୍ରୋଣ ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଖରିଫ ଋତୁ ରେ ମରୁଡି ସହଣୀ ଚାଷ,ଓ ପାରମ୍ପରିକ ଚାଷ କୁ ଗୁରୁତ୍ୱ ଦେବା ସହ ବିହନ ବିଶୋଧନ, ଜୈବିକ ଖତ ସାର ପ୍ରୟୋଗ ଓ ମାଟି ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।