-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ରାଜ୍ୟ

ସୋନପୁର ରୁ ସୁବର୍ଣ୍ଣପୁର ପୁନଶ୍ଚ ସନପୁର (sun ପୁର୍)

03-May-2022



ସୁବର୍ଣ୍ଣପୁର/! କିଛି ବର୍ଷ ପୂର୍ଵ ରୁ ସୁବର୍ଣ୍ଣପୁର ସହର ରେ ପ୍ରବଳ ଖରା ଯୋଗୁଁ  ପରିବେଶ ଏତେ ଉତ୍ତପ୍ତ ରହୁଛି ଯେ ଜନ ଜୀବନ ଅସ୍ତ ବ୍ୟସ୍ତ  ହୋଇ ପଡୁଛି l ବିଗତ ଅପ୍ରେଲ ମାସ ରୁ ଆଜି ସୁଦ୍ଧା 40 ରୁ 46 ଡିଗ୍ରୀ ଯାଏ  ଟେମ୍ପରେଚର  ରହୁ ଥିବାରୁ  ଦିନ 11  ଟା ରୁ  5 ଟା ଯାଏ ପୁରା କର୍ଫିୟୁ ଜାରି ହେଲା ଭଳିଆ ସହର ଶୂନଶାନ ରହୁଛି l ଯେଉଁଥି ପାଈଁ କି ଜ଼ିଲ୍ଲା ପ୍ରଶାସନ ତଥା  ସହର ବୁଦ୍ଧିଜୀବୀ ଏବେ ଚିନ୍ତା ରେ l ଏବଂ ଏହାର ପ୍ରତିକାର ପାଇଁ ବିଭିନ୍ନ ସମୀକ୍ଷା  କରୁଥିବା ଦେଖା ଦେଇଛି l ଦୀର୍ଘ ବର୍ଷ ପୂର୍ବରୁ ବଲାଙ୍ଗୀର ଜ଼ିଲ୍ଲା ଟିଟିଲାଗଡ଼ ସହର କୁ ଯେମିତି ତତଲାଗଡ଼ ବୋଲି କୁହା ଯାଉଥିଲା l ଠିକ ସେହି ଭଳି ରାଜ୍ୟ ତଥା ଦେଶରେ ଏ ବର୍ଷ ସୁବର୍ଣ୍ଣପୁର ଜ଼ିଲ୍ଲା ର ଉତ୍ତାପ ସବୁଠୁ ଆଗରେ ରହି ଆସୁଥିବାରୁ  ବର୍ତମାନ ଜ଼ିଲ୍ଲା ତଥା ପାଖ ପଡିଶା ଜ଼ିଲ୍ଲା  ଲୋକେ *ସୋନପୁର କୁ ସନପୁର sun pur* ବୋଲି କହୁଛନ୍ତି l ଚାରି ପଟେ ଘେରି  ଥିବା ମହାନଦୀ ତେଲ ନଦୀ ର  ଜଳ ଭାଗ କମିବା ରୁ ଉତ୍ତପ୍ତ ବାଲି ପଥର, ଜନ ସଂଖ୍ୟା ତୁଳନା ରେ ବୃକ୍ଷ ରୋପଣ ର ଅଭାବ, ଲୋକଙ୍କ ସହରାଭିମୁଖୀ ନିଶା ଓ କୋଠା ଘର ର ନିର୍ମାଣ, ରାସ୍ତା କଂକ୍ରିଟ କରଣ, ଅନାବଶ୍ୟକ ସମୟରେ ଯାନ ବାହନ ର ବହୁଳ ବ୍ୟବହାର, ସୁଖ ସ୍ଵାଛନ୍ଦ୍ୟ  ପାଇଁ ଏସି ର ବହୁଳ ବ୍ୟବହାର, ମାଙ୍କଡ଼ ବିହା ନାଁ ରେ ଜଙ୍ଗଲ ପୋଡି, ରାସ୍ତା ପ୍ରଶସ୍ତି କରଣ ନାଁ ରେ ଏବଂ  ବାଇ ପାସ ଫୋରଲେନ  ରାସ୍ତା  ନିର୍ମାଣ  ପାଇଁ ଜବର ଦଖଲ ଉଛେଦ କୁ  ଗୁରୁତ୍ୱ କମ  ଓ ଗଛ କଟା କୁ 

ବେଶୀ ଗୁରୁତ୍ୱ  ଦେବା ଭଳି ଘଟଣା  ଆଜି ସହର ରେ ଉତ୍ତାପ ବଢିବା ରେ ଖୋରାକ ଯୋଗାଇଛି  l ଆମେ ନିଜ ଗୋଡ଼ ରେ ନିଜେ କୁରାଢ଼ୀ ମାରି ଏବେ କେବଳ  ଅନୁତାପ ଓ ଆଲୋଚନା ସମାଲୋଚନା କରୁଛୁ l ଏବେ  ପବ୍ଲିକ ଓ ପ୍ରଶାସନ ସାମୁହିକ ଭାବେ ମିଶି ବ୍ୟାପକ ବୃକ୍ଷ ରୋପଣ ଓ ଜନ ସଚେତନତା କରିବା ସହିତ ଜଙ୍ଗଲ,ନଦୀ, ପାଣି, ପବନ, ସମଗ୍ର ପରିବେଶ ର ସୁରକ୍ଷା କରିବା ହିଁ  ଏହାର ଏକ ମାତ୍ର ସମାଧାନ ର ବାଟ l ନ ହେଲେ ଆଗାମୀ ଦିନ ରେ ଶୁଖିଲା ମରୁଭୂମି ପାଲଟିବା କିଛି ଅସମ୍ଭବ ନୁହେଁ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like