-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଅଶୋକ ମିଶ୍ର ଙ୍କ ପରଲୋକ

26-Apr-2022



 P ସୁବର୍ଣ୍ଣପୁର// ସୁବର୍ଣ୍ଣପୁର ର ବହୁ ପୁରାତନ କ୍ଳବ ତଥା ଚନ୍ଦ୍ରଶେଖର ପାଠାଗାର ର ପ୍ରାକ୍ତନ ସଭାପତି ଓ ମା ଭଗବତୀ ପୀଠ ର ମେନେଜିଙ୍ଗ କମିଟି ର ପ୍ରାକ୍ତନ ସଭାପତି ଶ୍ରୀ ଅଶୋକ ମିଶ୍ର ଙ୍କ 57 ବର୍ଷ ବୟସ ରେ ଗତ କାଲି  ସନ୍ଧ୍ୟା ରେ ସ୍ଥାନୀୟ ମେଡିକାଲ ରେ ଦେହାନ୍ତ ଘଟିଛି l ଏ ଖବର ପ୍ରସାରିତ ହେବା ପରେ ତାଙ୍କ ବାସ ଭବନ ଥନାପତି ପଡା ଭଗବତୀ ପ୍ଲଟ ସମେତ ସାରା ସହର ରେ ଶୋକ ଖେଳି ଯାଇଥିଲା l ସ୍ବର୍ଗତ ମିଶ୍ର ସୋନପୁର କଲେଜ ରେ ଇଂରାଜୀ ରେ ସ୍ନାତ କୋତ୍ତର ଡିଗ୍ରୀ ସହ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିବା ବେଳେ ଥାନାପତି ପଡା ଚନ୍ଦ୍ରଶେଖର ପାଠାଗାର ଓ ଭଗବତୀ ମନ୍ଦିର ର ପରିଚାଳନା କମିଟି ରେ କିଛି ବର୍ଷ ନେତୃତ୍ୱ ନେଇ ଉକ୍ତ  କ୍ଲବ ଓ ମନ୍ଦିର ସମେତ ସୋନପୁର କଲେଜ ର ବିକାଶ ଲାଗି  ମଧ୍ୟ ଅନେକ ଗଠନ ମୂଳକ କାର୍ଯ୍ୟ ରେ ନିଷ୍ଠା ର ସହିତ ଦାଇତ୍ୱ ତୁଲାଇ ଜଣେ ଯୁବ ସଂଗଠକ ଵା ଦାଇତ୍ୱ ସମ୍ପନ୍ନ ବ୍ୟକ୍ତି ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ  l ଶ୍ରୀ ମିଶ୍ର ଇଂରାଜୀ ଅନର୍ସ ରେ ଗ୍ରାଜୁଏଟ  ସାରି ଜ଼ିଲ୍ଲା ରେ ଆର ଡି ସି କ୍ଲର୍କ ଭାବେ ସିଲେକ୍ସନ ହୋଇ ସୁଦ୍ଧା କୌଣସି ଅସୁବିଧା ବଶତଃ ଚାକିରୀ ରେ ଯୋଗ ଦେଇ ପାରି ନ ଥିଲେ l ତଥାପି ସେ କେବେ ଭାଙ୍ଗି ପଡି ନ ଥିଲେ l ପରେ ପରେ ବିଭିନ୍ନ ସରକାରୀ ପଦବୀ  ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ସାଙ୍ଗେ ସାଙ୍ଗେ ନିଜେ  ଆତ୍ମ ନିର୍ଭରଶୀଳ ହୋଇ   ଖୁବ ଧର୍ଯ୍ୟ ର ସହିତ  ପାଠ ପଢା ସହ କିଛି ବର୍ଷ ଧରି ଏକ ଘରୋଇ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ  କରିଥିଲେ l ଏବଂ କେବେ ବି ସେ ପରିବାର ପାଇଁ  ବୋଝ ନ ହୋଇ ପରେ ପରେ ଛୋଟ ଛୋଟ ବ୍ୟବସାୟ କରି  ବଡ଼ ପାରିଵାର ର ଦାଇତ୍ୱ ତୁଲାଇଥିଲେ  ଯାହାକି ଯୁବ ପିଢୀ ଙ୍କ ପାଇଁ ପ୍ରେରଣା ସାଜିଥିଲେ ଊଚ୍ଚ ଶିକ୍ଷିତ ଶ୍ରୀ ମିଶ୍ର l ଗତ କାଲି  ରାତିରେ  ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ଶ୍ରୀ ମିଶ୍ର ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୱାଇଁ  ସାମ୍ବାଦିକ ସନ୍ତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ l ଶ୍ରୀ ମିଶ୍ର ଙ୍କ ମୃତ୍ୟୁ ବେଳେ ଝିଅ ମିନୁ, ପୁଅ ସିଦ୍ଧାର୍ଥ, ଭାଇ ଦୀପକ, ସଢୁ ଭରତ ମହାପାତ୍ର ଙ୍କ ପରିବାର,  ଭଉଣୀ ଆନିମା ଙ୍କ ସମେତ  ଆତ୍ମୀୟ ସ୍ୱଜନ ମେଡିକାଲ ରେ ଉପସ୍ଥିତ ଥିବା ବେଳେ  ପ୍ରାକ୍ତନ ପୌର ଅଧ୍ୟକ୍ଷ  ପ୍ରକାଶ ସାହୁ, କଇରୁ ସ୍ୱାଇଁ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ବାବlନି ଦାନୀ, ମାନଭଞ୍ଜନ ବେଦବାକ, ସୋନପୁର କଲେଜ ପୁରାତନ ଛାତ୍ର ସଂଘ, ଚନ୍ଦ୍ରଶେଖର ପାଠାଗାର, ଓ଼ ଦୁର୍ଗାପୂଜା କମିଟି ସଦସ୍ୟ, ଙ୍କ ସମେତ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସତ୍ୟ ବ୍ରତ ପ୍ରଧାନ, ମହାଦେବ ମଲ୍ଲିକ, ସଂଜୟ ସାହୁ, ଆଶୁତୋଷ ପୁଜାରୀ ଙ୍କ ସମେତ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି  ଶ୍ରୀ ମିଶ୍ର ଙ୍କ ଅନ୍ତିମ ଦର୍ଶନ କରିଥିଲେଲ l


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like