-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
07-Apr-2022
ପଦ୍ମପୁର୍(ନିରଞ୍ଜନ ତ୍ରିପାଠୀ) :-ଇଟାଥିଲା ଆଝିର୍ ନାରା ।ଦୁଲକୁଥିଲା ପଦ୍ମପୁର୍ ସବକଲେକ୍ଟର୍ ଅଫିସ୍ ।ଗାଇସିଲେଟିଆ ଚାଷୀମାନେ ଆଏଜ୍ କାଁ ଧାରନା ଦେଇ ଆସିଥିଲେ ପଦ୍ମପୁର କେ ।କେତେନିକେତେ ଗହଲଚହଲ ଲାଗୁଥିଲା ।ରାଜବୋଡାସମ୍ବର୍ କୃଷକ ସଂଗଠନ୍ ସମରଥନ୍ ଦେଲେ ଆର୍ ନାରାଦେଉଥିଲେ ଜାନ୍ ଯାଉପଛେ ଜୀବନ୍ ପଛେ ଯାଉ ଆମର୍ ଆନ୍ଦୋଲନ ଟା ଜାରି ରହୁ ।ଗଲା ଚାଏର୍ ତାରିଖ୍ ଦିନନୁ ପଦ୍ମପୁର୍ ସବୁ ବ୍ଳକ୍ ନୁ କେତେନିକେତେ ଚାଷୀ ଠୋଲ୍ ହେଇକରି ଆସି ପହଁଚିଲେ ପଦ୍ମପୁରର୍ ସବକଲେଟର୍ ଅଫିସଠାନେ ।ପହେଲା ତ ଆସିଲେକି ଅଫିସ୍ ର୍ ଗେଟ୍ ଥି ଦେଲେ ତାଲା ଠୁକି lତାକର୍ ଏକାଜିତ୍ ଆମର୍ ଦାବି ସରକାର୍ ସହିସଲାମତ୍ ମାନିକରି ଆମର ଦାବି ପୁରନ କର୍ ।ହେଲେ ଆଏଜ୍ ତକ୍ ପ୍ରଶାସନ୍ ତାଙ୍କର୍ ପାଖକେ କି ମନ୍ତ୍ରୀ,ଏମଏଲଏ କିହେ ନି ଆସିବାର୍ ଭୁରତାର୍ ଲାଗି ।କାଏଥିର୍ ଲାଗି ବଏଲେ ଭୁଲ୍ କରିଥିଲେ କିହେ ନି ଆସନ୍ ।ତାକର୍ ଭୁଲଟୁଲ୍ ବନେ ଅଛେ ଲେଖାନ୍ ଲାଗୁଛେ । ଚାଷୀ ମାନକର୍ ହକ୍ ଦେଇଦେଲେ ସେମାନେ ଖୁସହେଇକରି ଧାରନା ନୁ ଉଠିପଡବେ ହେଲେ କିହେ ନି ଆସବାର୍ ଟା କେତେଯେ ଦୁଖ ର କଥା ଆପଣମାନେ ବିଚାର୍ କରୁନ୍ ।ଆଏଜ୍ କା ଗାଇସିଲେଟ୍ ନୁ ଚାଷୀ ନେତା ମାନକର୍ ଭିତରୁ ଅରବିନ୍ଦ ପଣ୍ଡା ଆଜ୍ଞା ତାକର୍ ସାଁଙ୍ଗେ ବିରେନ୍ଦ୍ର ପ୍ରଧାନ, ଗଜପତି ସାହୁ, ସରୋଜ୍ ସାହୁ,ବେଣୁଧର୍ ସାବତ୍,ମୁକେଶ୍ କୁମାର୍ ସାହୁ, ବିରେନ୍ଦ୍ର ସାହୁ,ପଙ୍କଜ୍ ସାହୁ,ଅରୁଣ୍ ଷାଣ୍ଢ ,ବଲରାମ୍ ଚାନ୍ଦ୍, ସୁବାଷ ପଣ୍ଡା, ସୁଶାନ୍ତ ଷାଣ୍ଢ , ସନ୍ତୋଷ ଭୁଏ ଆର୍ କେତେନିକେତେ ଯେଉଁମାନେ କି ରାଜବୋଡାସମ୍ବର୍ କୃଷକ୍ ସଂଗଠନ୍ ର ରୋହିତ ପ୍ରଧାନ୍,ଅମୃତ୍ ଲାଲ୍ ସାହୁ,ମରିଚନ୍ ବଢେଇ,ବିଜୟ ସାହୁ କୈଲାସ ବାରିକ୍,ପ୍ରଶାନ୍ତ ପ୍ରଧାନ୍, ଚିତ୍ତରଞ୍ଜନ୍ ପାଣ୍ଡେ ଆସିକରି ଧାରନା ଥି ବସିଛନ୍