-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : କଣ୍ଟାବାଞ୍ଜି ଵିଜ୍ଞାପିତ ଅଞ୍ଚଳର ନୂତନ ନିର୍ବାଚିତ ନଗରପାଳ ବରୀୟମ ସିଂ ସାଲୁଜାଙ୍କୁ କଣ୍ଟାବାଞ୍ଜି ରୋଡ ନମ୍ବର ୩ ହାମାରେ ପଡୋସୀ ସଂଘ ପକ୍ଷରୁ ଉପ ଢୋକନ ଦେଇ ସମ୍ମାନିତ କରାଯାଇଛି । ନୂତନ ନଗରପାଲ ହେଇଥିବାରୁ ସମସ୍ତ ସଦସ୍ୟ ଶ୍ରୀ ସାଲୁଜା ଙ୍କୁ ଅଭିନନ୍ଦନ ଜଣାଇଥିଲେ । ହାମାରେ ପଡୋସୀ ସଂଘ ସବୁ ବେଲେ ସମାଜ ସେବା କାର୍ଯ୍ଯ ରେ ନିୟୋଜିତ ହୋଇଆସିଛି ।ପ୍ରତ୍ୟେକ ବର୍ଷ ସେ ମାନେ ରକ୍ତ ଦାନ ଶିବିର କରିଥାନ୍ତି। ଏବଂ ବିଭିନ୍ନ ପ୍ରଶଂଶନୀୟ କାର୍ଯ୍ଯ କରିଥାନ୍ତି ବୋଲି ନଗରପାଳ କହିଛନ୍ତି। ଶ୍ରୀ ସାଲୁଜା କହିଥିଲେ ଯେ କୌଣସି ଅସୁବିଧାର ଯଦି ମୋ ଦ୍ବାର ଯାହା ସାମାଧାନ ହେବ ତୋ ମୁଁ ନିଶ୍ଚିତ ଭାବେ କରିବି। ଯାହା ବି ସହଯୋଗ ଦରକାର ମୁଁ ସବୁବେଳେ ଆପଣ ସହିତ ମୁଁ ଆଗରୁ ଅଛି ଏବଂ ବର୍ତ୍ତମାନ ବି ଆପଣ ସଙ୍ଗେ ଅଛି ବୋଲି କହିଥିଲେ ବୋଲେ ସେ କହିଛନ୍ତି। ଆଜିର କାର୍ଯ୍ୟକ୍ରମ ରେ ରୋଡ ନମ୍ବର ୩ ହାମାରେ ପଡୋସୀ ସଂଘ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।