-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ବଲାଙ୍ଗିର-.- ମାଁ ଓ ମାଟିର ସ୍ମୃତି, ଅନୁଭୁତିର ନିଚ୍ଛକ ଛବି ଥିବା କବି ତଥା ଅଧ୍ୟାପକ ଡ. ଜଗନ୍ନାଥ ସାହୁ ଦ୍ୱିତୀୟ କବିତା ସଙ୍କଳନ ସରିନାହିଁ ପ୍ରେମ, ନିଜ ଜନ୍ମ ମାଟି ରେଙ୍ଗାଲି ଠୋର ନିଜ ମା ବାପାଙ୍କ ଦ୍ୱାରା େଉନ୍ମାଚିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ମାଟି ବାସ୍ନା ପ୍ରତି ଆକୃଷ୍ଟ ହେଉଥିବା କବି ଡ. ସାହୁଙ୍କ ଗଳ୍ପ ଓ ଗୀତ କ୍ଷେତ୍ରେର ମଧ୍ୟ ମାଟି ମନସ୍କତା ତଥା ଗାଁ ଚିତ୍ରପ...ର ଚିହ୍ନ ଦେଖିବାକୁ ମେିଳ । ପ୍ରେଫସର ଡ. ଆଦିକନ୍ଦ ସାହୁ ଏହି କବିତା ସଙ୍କଳନର ମୁଖବନ୍ଧ ଲେଖିଥିବା େବେଳ ସଙ୍କଳନେର ୩୧ ଗୋଟି କବିତା ସ୍ଥାନ ପାଇଛି ।