-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
06-Apr-2022
ଭୁବନେଶ୍ୱର: ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ଦିଦି ନମସ୍କାର’। ଅଙ୍କିତା ସିନେ ପ୍ରଡକ୍ସନ୍ସ ପ୍ରଯୋଜିତ ଏହି ନୂଆ ସିନେମାର ବିଷୟଟି ଏକ ଟିନ୍ଏଜ୍ର ପ୍ରେମ କାହାଣୀ ଉପରେ ।
ଆଧାରିତ । ମୁଖ୍ୟ ଭୂମିକାରେ ଶୀତଲ, ଶାଶ୍ଵତ ଓ ପିଣ୍ଟୁ ନନ୍ଦ ଅଭିନୟ କରୁଛନ୍ତି। ବାକି ଅନ୍ୟାନ୍ୟ ପରିଚିତ କଳାକାରମାନେ ବି ବିଭିନ୍ନ ଚରିତ୍ରରେ ରହିଛନ୍ତି। ଡ. ରଜନୀରଞ୍ଜନ ଏହାର କାହାଣୀ, ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ପ୍ରସ୍ତୁତ କରିଥିଲା ବେଳେ,ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ । ଡ. ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରଶାନ୍ତ ପାଢ଼ୀ
(ଅମୃତ ନନ୍ଦ ଙ୍କ ରିପୋର୍ଟ)