-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ସୁବର୍ଣ୍ଣପୁର/ ସୁବର୍ଣ୍ଣପୁର ର ନୂତନ ପୌର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ତାମସୀ ତାମସ୍ମିତା ନାୟକ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀନୀ ରାଜଶ୍ରୀ ଦ୍ବିବେଦୀ ଙ୍କ ଠାରୁ 3567 ଖଣ୍ଡ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ
ହୋଇ ଆଜି ଦଳୀୟ କାଉନସିଲର ଓ ହଜାର ସମର୍ଥକ ଙ୍କ ସହ ଏକ ବିଜୟ ଶୋଭାଯାତ୍ରା ମାଧ୍ୟମରେ ସହର ବାସୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଦେଇଛନ୍ତି l ବଡବଜାର ଦୁର୍ଗା ମଣ୍ଡପ ଠାରୁ ଏ ଶୋଭାଯାତ୍ରା ବାହାରି ସହର ସାରା ପରିକ୍ରମା କରିଥିଲା l