-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||     

HOME   ଜିଲ୍ଲା

ବିଜେଡି ର ତାମସୀ ତାମସ୍ମିତା ନାୟକ ହେଲେ ସୁବର୍ଣ୍ଣପୁର ର ନୂତନ ପୌର ଅଧ୍ୟକ୍ଷା

26-Mar-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ର ନୂତନ ପୌର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଶ୍ରୀମତୀ ତାମସୀ ତାମସ୍ମିତା ନାୟକ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀନୀ ରାଜଶ୍ରୀ ଦ୍ବିବେଦୀ ଙ୍କ ଠାରୁ  3567 ଖଣ୍ଡ ଅଧିକ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l  ଶ୍ରୀମତୀ ନାୟକ 6066 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ଦ୍ବିବେଦୀ 2499 ଗୋଟି ଭୋଟ ପାଇ ଦୀର୍ଘ ବର୍ଷ ପରେ ସହର ରେ କଂଗ୍ରେସ ଦଳ କୁ ସମ୍ମାନ ଜନକ ସ୍ଥିତି ରେ ପହଞ୍ଚାଇଛନ୍ତି l ଅନ୍ୟ ପଟେ ବିଜେପି ଦଳ ର ନିଷ୍କ୍ରିୟତା ଓ ଦଳୀୟ କନ୍ଦଳ ଯୋଗୁଁ ଆଜି ଦଳ ର ପତନ ଘଟିବାରେ ଲାଗିଛି l ବିଜୟୀ ପ୍ରାର୍ଥୀନୀ ଶ୍ରୀମତୀ ନାୟକ ଙ୍କ ସ୍ୱାମୀ ପ୍ରକାଶ ସାହୁ  ପୂର୍ବରୁ ବିଜେପି ଦଳ ରୁ  କାଉନସିଲର  ରୁ ପୁଣି ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ତାଙ୍କ କାର୍ଯ୍ୟକାଳ ଭିତରେ ସହର ର ଅନେକ ବିକାଶ କରି ଲୋକଙ୍କ ଅସ୍ଥା ଭାଜନ ହୋଇ ଛନ୍ତି l  ପରେ ପରେ ଶ୍ରୀ ସାହୁ ବିଜୁ ଜନତା ଦଳ ରେ ସାମିଲ ହୋଇ ଜ଼ିଲ୍ଲା ର ଉଭୟ ଟାଣୁଆ ମନ୍ତ୍ରୀ ଓ ରାଜ୍ୟ ର ସବୁଠୁ ଟପ ଲେବେଲ ନେତା ପ୍ରଶାସକ  ମାନଙ୍କ ସହିତ ଙ୍କ ରାଜନୈତିକ ସମ୍ପର୍କ  ଓ  ସାଧାରଣ ଜନତା  ଙ୍କ ସହିତ ସାମାଜିକ ସମ୍ପର୍କ ଯୋଡି  ସବୁବେଳେ ପୌରାଞ୍ଚଳ ର ଦ୍ରୁତ ବିକାଶ ଚିନ୍ତା କରୁଥିବା ପୌର ରାଜନୀତି ର ଜଣେ  ଦକ୍ଷ ରାଜନୈତିଜ୍ଞ ସଫଳ ବ୍ୟକ୍ତିତ୍ୱ ଅଟନ୍ତି l ଆଗକୁ ମଧ୍ୟ ପୌର ପରିଷଦ ର ଦ୍ରୁତ ବିକାଶ ଆଶା ଭରସା ନେଇ ସହର ର ଲୋକେ ଏଇ ଦକ୍ଷ ଅଭିଜ୍ଞ ନେତା  ଶ୍ରୀ ସାହୁ  ଙ୍କ ଧର୍ମ ପତ୍ନୀ  ଙ୍କୁ ଏଥର ବିଜୟୀ କରିଥିବା  ଜଣା ଯାଇଛି l ସୁବର୍ଣ୍ଣପୁର ପୌର ପରିଷଦ ର 15 ଗୋଟି ୱାର୍ଡ ମଧ୍ୟ ରୁ 12 ଗୋଟି କାଉନସିଲର ପଦବୀ ବିଜେଡି,  ଦୁଇ ଗୋଟି ବିଜେପି ହାତ ଓ  ଗୋଟାଏ  କଂଗ୍ରେସ ହାତକୁ ଯାଇଛି l ଜ଼ିଲ୍ଲା ର ଅନ୍ୟ ଦୁଇ ଗୋଟି ଏନ ଏ ସି   ବିନିକା ଓ ତରଭା ରେ ମଧ୍ୟ ବିଜେଡି ଦଳ ର ପ୍ରାର୍ଥୀ ମାନେ  ବିଜୟୀ ହୋଇଛନ୍ତି l ସୁବର୍ଣ୍ଣପୁର ଜ଼ିଲ୍ଲା ର ତିନି ଗୋଟି  ପୌର ପରିଷଦ ଏନ ଏ ସି  ମଧ୍ୟ ରୁ  ପୌର ଅଧ୍ୟକ୍ଷ  ଭାବେ  ଅଧିକ ଭୋଟ ବ୍ୟବଧାନ  ରେ  ସୁବର୍ଣ୍ଣପୁର  ର  ତାମସୀ ତମସ୍ମିତା ନାୟକ  ବିଜୟୀ ହୋଇ ଥିବା ବେଳେ  ସବୁଠୁ ଅଧିକ ବ୍ୟବଧାନ ରେ ୱାର୍ଡ ନମ୍ବର 8 ର କାଉନସିଲର  ଭାବେ ଅଧିକ  370 ଖଣ୍ଡ  ଭୋଟ ରେ ପିୟୁଷ କୁମାର ପଣ୍ଡା( ରିକୁ ) ବିଜୟୀ ହୋଇ ଆଜି ଜ଼ିଲ୍ଲା ରେ ରେକର୍ଡ ସୃଷ୍ଟି କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026

You Might Also Like