-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||     

HOME   ଜିଲ୍ଲା

ପ୍ରାଥମିକ ବିଦ୍ୟାଳୟ ପାଲଟିଛି ମରଣଯନ୍ତା

04-Mar-2022



ନୟାଗଡ଼(ପ୍ରଦୀପ କୁମାର ପଣ୍ଡା) : ଆମେ ମରିଗଲେ ଦାୟୀ ହେବ କିଏ??  ଆମ ବାପା ମା ଙ୍କୁ ପିଲାଟିଏ  ଦେବେ କି ସରକାର?? ଏହିଭଳି ପ୍ରତିକ୍ରିୟା ରଖି ଛନ୍ତି ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ | ଏପରିକି ସେମାନେ କହୁଛନ୍ତି କରୋନା ରେ ଆମେ ମରିନୁ ବୋଲି କଣ ସରକାର ଆମକୁ ମାରିବା ପାଇଁ କରିଛନ୍ତି କି ଚକ୍ରାନ୍ତ | ଭଙ୍ଗା ଆଜବେଷ୍ଟ ଘର, ଉଇ ଖାଇ ଗଲେଣି କାଠ, କେତେବେଳେ ଯେ ଆମ ଉପରେ ମାଡିବସିବ କିଏ କହିବ??  କୋମଳମତି ଛାତ୍ରଛାତ୍ରୀ ଙ୍କ ଅଶ୍ରୁ ଛଳଛଳ ନୟନ ଏବଂ କୋହଭରା କଣ୍ଠ ରୁ ଏହିଭଳି ସବୁ କଥା ଶୁଣି ହଡ଼ବଡ ହୋଇ ଯାଇଥିଲେ ଆମ ଗଣମାଧ୍ୟମ ର ପ୍ରତିନିଧି | ଉକ୍ତ ଘଟଣା ଟି ହେଉଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କୁମ୍ଭାରପଡ଼ା ପ୍ରାଥମିକ ବିଦ୍ୟାଳୟ ର | ଦୀର୍ଘ ୨ ବର୍ଷ ପରେ ବିଦ୍ୟାଳୟ ଖୋଲି ଥିବାରୁ ଉକ୍ତ ବିଦ୍ୟାଳୟ ପରିଦର୍ଶନ ରେ ଯାଇଥିଲେ ଆମ ପ୍ରତିନିଧି | ବିଦ୍ୟାଳୟ ଟି ସମ୍ପୂର୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି | ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳ ରେ ଅଛି କି ଏହି ବିଦ୍ୟାଳୟ ବୋଲି ସୃଷ୍ଟି ହେଉଛି ପ୍ରଶ୍ନବାଚୀ | ବିଦ୍ୟାଳୟ ପରିସରରେ ଅନେକ ବଡ଼ ନଡ଼ିଆ ଗଛ ଥିବାରୁ ଶୁଖିଲା ବାହୁଙ୍ଗା ଏବଂ ଶୁଖିଲା ନଡ଼ିଆ ପଡି ସମସ୍ତ ଶ୍ରେଣୀ ଗୃହ ର ଆଜବେଷ୍ଟ ଗୁଡିକ ଭାଙ୍ଗୁଛି ବୋଲି ଶୁଣିବାକୁ ମିଳିଛି | ତେବେ ଅନ୍ୟପଟେ ସମସ୍ତ ଶ୍ରେଣୀ ଗୃହ ର ରାପଟର, ବଟମ ଗୁଡିକ ଉଇ ଲାଗି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି | ତେଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତି ରେ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ବିପଦ ମୁକ୍ତ ଶୈକ୍ଷିକ ପରିବେଶ ଗଠନ କରିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ମହଲ ରେ  ଦାବୀ ହେଉଛି | ତେବେ ଶ୍ରେଣୀ ଗୃହ ଗୁଡିକ ଯଥା ଶୀଘ୍ର ମରାମତି କରାଗଲେ କୋମଳମତି ବିଦ୍ୟାର୍ଥୀ ମାନଙ୍କ ମନରୁ ଭୟ ନିଶ୍ଚିତ ଭାବେ ଦୂରୀଭୂତ ହେବ ବୋଲି ଉକ୍ତ ବିଦ୍ୟାଳୟ ର ଶିକ୍ଷକ ନିଜର ପ୍ରତିକ୍ରିୟା ରଖିଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026

You Might Also Like