-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
କଟକ // ପବିତ୍ର ମାଘ ସପ୍ତମୀ ତିଥିରେ ପ୍ରାତଃ ୮ ଘଟିକାରେ ରାଜାବଗିଚାସ୍ଥିତ ପୂଜା କମିଟିର ପୂର୍ବତନ ସଭାପତି ଏବଂ ନିତ୍ୟାନନ୍ଦ ପୁସ୍ତକାଳୟର ମାଲିକ ତଥା ରାଧରମଣ କ୍ଲବର ପ୍ରତିଷ୍ଠାତା ନିମାଇଁ ଚରଣ ଦାସଙ୍କର ଆଜି ୯୦ ବର୍ଷ ବୟସରେ
କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଇହଲୀଳା ସମରଣ କରିଥିଲେ। ଏହି ସମୟରେ ତାଙ୍କ ନିକଟରେ ପରିବାରର ସମସ୍ତ ବର୍ଗ ଏବଂ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।ଏହିପରି ଦୁଃଖଦ ସମୟରେ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ , ବିଧାୟକ ମହମ୍ମଦ ମୋକିମ, ମଧୁସୂଦନ ସହୁ, ତଥା ବହୁ ବରିଷ୍ଠ ନେତା ଓ ମୁରବୀମାନେ ଯୋଗ ଦେଇ ଥିଲେ।ସେ ପୂର୍ବତନ କର୍ପୋରେଟର ନରୋତ୍ତମ ଦାସ ଓ ନମିତା ଦାସ ଙ୍କର ପୂଜ୍ୟ ପିତା ଥିଲେ।