-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ସୁବର୍ଣ୍ଣପୁର ଗତକାଲି ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର ସୁବର୍ଣ୍ଣପୁର ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ସଫେଇ ଅଭିଯାନ କରାଯାଇଥିଲା l ଶ୍ରୀ ରାମ ଚନ୍ଦ୍ର ଅଗ୍ରୱାଲା ଙ୍କ ନେତୃତ୍ୱ ରେ ଓ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଶିବିର ରେ ଲଡ଼ୁକିଶୋର ମଲ୍ଲିକ, ମନୋଜ ପଣ୍ଡା, ପ୍ରଫୁଲ୍ଲ ନାଏକ,ଅମର ଭୁତ, ଜୟନ୍ତ ବେହେରା, ଯୋଗେଶ ଅଗ୍ରୱାଲl, ତ୍ରିଲୋଚନ ତରିଆ, କ୍ରିଷ୍ଣା ମେହେର, ପ୍ରମୁଖ ଯୋଗ ଦେଇ ଥଲେ l ପରେ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ରେ ଆୟୋଜିତ 75 ତମ ଅମୃତ ମହୋତ୍ସବ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ରେ ସମସ୍ତେ ଯୋଗ ଦେଇଥିଲେ l