-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ଭୁବନେଶ୍ବର // ପବିତ୍ର ସରସ୍ୱତୀ ପୂଜା ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ବିରଜାମାନ ମା ବିଦ୍ୟାଦାତି ସରସ୍ୱତୀଙ୍କ ନିକଟରେ ଛାତ୍ରଛାତ୍ରୀ ମାନେ ପୂଜାର୍ଚ୍ଚନା କରି ମା ସରସ୍ବତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଛାତ୍ର ସଭାପତି ଶ୍ରୀ ତନ୍ମୟ ସ୍ଵାଇଁ, ରାଜେଶରାଜ୍ ସ୍ଵାଇଁ ଙ୍କ ସମେତ ଜିତୁ ଜେନା,ସନ୍ତୋଷ କୁମାର ବେହେରା, ଅମୂଲ୍ୟ ସାହୁ, ସନ୍ତୋଷ ମାଝି,ବାସନ୍ତ ଦାସ,ସମ୍ବିତ ମହାନ୍ତି, ସୁଭମ ସ୍ଵାଇଁ, ଜ୍ୟୋତି ପ୍ରକାଶ, କାଲି ପ୍ରସାଦ ରଥ, ଅଂଶୁମାନ ସାହୁ, ବିଶ୍ଵଜିତ ସ୍ଵାଇଁ, ସିପୁଲ୍ ସ୍ଵାଇଁ ପ୍ରମୁଖ ଛାତ୍ରନେତା ମାନେ ଉପସ୍ଥିତ ଥିଲେ ।