-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||     

HOME   ଜିଲ୍ଲା

ଗଣତନ୍ତ୍ର ସୁଦୃଢ ଆପଣମାନଙ୍କ ହାତରେ, ମତଦାନ ସମୟ ରେ ସୁଚିନ୍ତିତ ଯୋଗ୍ୟ ପ୍ରାର୍ଥୀ ଚୟନ କରନ୍ତୁ:-ବିଜୟରଞ୍ଜନ ସିଂ ବରିହା

05-Feb-2022



ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ନେଇ ଗ୍ରାମାଞ୍ଚଳ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି।ଗାଁ ଗାଁ ରେ ନେତା ଙ୍କ ସୁଅ ଦେଖିବାକୁ ମିଳୁଥିବା ବେଳେ ଭୋଟ ପାଇଁ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି କୁ ଲୋକେ ହଜମ କରିପାରୁଛନ୍ତି ।କାରଣ ଗତ ନିର୍ବାଚନରେ ଫମ୍ପା ପ୍ରତିଶ୍ରୁତି ର ଶିକାର ହୋଇ ସାରିଛନ୍ତି । ଲମ୍ବା ଚିଠାର ଫର୍ଦ ଭିତରେ ଏତେଯେ, ପ୍ରତିଶ୍ରୁତି ଏମାନେ କଣ ପୂରଣ କରିପାରିବେ ଏହାକୁ ନେଇ ଚାହା ଖଟି ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଟୁପୁରଟାପର ହେଉଥିବାର ଦେଖାଦେଇଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରେ ପ୍ରତି ପାଞ୍ଚ ବର୍ଷ ରେ ଥରେ ହୁଏ ନିର୍ବାଚନୀ ମହାନ ପର୍ବ । ପ୍ରତ୍ୟେକ ନାଗରିକ ଙ୍କ ଅମୂଲ୍ୟ ଭୋଟ ଉପରେ ନିର୍ଭର କରେ ଗଣତନ୍ତ୍ର।ଭୋଟର ମାନେ ଗଣତନ୍ତ୍ର ର ମୂଲ୍ୟବାନ ସମ୍ବଳ। ସେମାନଙ୍କର ବହୁ ମୂଲ୍ୟ ମତଦାନ ଗଣତନ୍ତ୍ର କୁ ସୁଦୃଢ କରିଥାଏ।ଗଣତନ୍ତ୍ର ର ଅର୍ଥ ହେଉଛି ଏମିତି ଏକ ଜୀବନ ପଦ୍ଧତି ଯେଉଁଥିରେ ସ୍ୱାଧୀନତା,ସମାନତା ଓ ବନ୍ଧୁତା ସମାଜ ଜୀବନ ର ମୂଳ ସିଦ୍ଧାନ୍ତ ହୋଇଥାଏ ଏ କଥା କହିଥିଲେ ଭାରତ ର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର।ଏଣୁ ସମସ୍ତ ଭୋଟର ମାନଙ୍କୁ ମୋର ବିଶେଷ ଅନୁରୋଧ ଯେ ମତାଧିକାର ସାବ୍ୟସ୍ତ କରିବା ପୂର୍ବରୁ ଉଚିତ ପ୍ରତିନିଧି ବାଛି ଆପଣଙ୍କ ପ୍ରତିନିଧି ବାଛନ୍ତୁ।ଏହି ସମୟ ରେ ଜନସାଧାରଣ ଭୋଟ ଦେବା ସହ ନିଜେ ତଥା ଅଞ୍ଚଳ ର ଉଜ୍ଜ୍ୱଳ ଭବିଷ୍ୟତ କିପରି ବିକାଶ ପଥରେ ଆଗେଇବ ତାହା ନିର୍ଦ୍ଧାରିତ କରିଥାନ୍ତି। ମିଛ ପ୍ରତିଶୃତିରେ ପଡି ଅଯୋଗ୍ୟ ତଥା ଅନୁପଯୁକ୍ତ ପ୍ରାର୍ଥୀ ନିର୍ବାଚିତ କଲେ ବ୍ୟକ୍ତି ବିଶେଷ ତଥା ଅଞ୍ଚଳ ର ଭବିଷ୍ୟତ ଅନ୍ଧାର ହେବାର ଯଥେଷ୍ଠ ସମ୍ଭାବନା ରହୁଛି।କୌଣସି ଲୋଭ ରେ ବଶବର୍ତ୍ତୀ ନହୋଇ ଲୋକଙ୍କ ହକ ପାଇଁ ଲଢ଼ିପାରୁଥିବା ଯୋଗ୍ୟ ପ୍ରାର୍ଥୀ ଙ୍କୁ ହିଁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ବରଗଡ ବିଜୁଜନତା ଦଳ ର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀମାନ ବିଜୟରଞ୍ଜନ ସିଂ ବରିହା ପଦ୍ମପୁର ଅଞ୍ଚଳ ବିଭିନ୍ନ ସ୍ଥାନ ମାନଙ୍କୁ  ଯାଇ ଲୋକଙ୍କୁ ସଚେତନ କରୁଥିବା ଦେଖାଦେଇଛି । ଆପଣ ମାନଙ୍କ ସ୍ୱପ୍ନ ସାକାର କରିବାକୁ ହେଲେ ଏବଂ ଅଗ୍ରଗତି ପଥେ ଓଡ଼ିଶା ରାଜ୍ୟ କୁ ଦେଖିବାକୁ ଯଦି ଚାହାନ୍ତି ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କ ହାତ ମୁଠାକୁ ଟାଣ କରନ୍ତୁ ଏବଂ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ସମସ୍ତ ବରଗଡ ଜିଲ୍ଲା ର ଜିଲ୍ଲାପରିଷଦ ସଭ୍ୟ ପ୍ରାର୍ଥୀ/ପ୍ରାର୍ଥିନୀ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ବରଗଡ ଜିଲ୍ଲା ର ସମସ୍ତ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026

You Might Also Like