-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ସ୍ଥାନ ସଂରକ୍ଷଣ ଦାବୀରେ ବୁଧବାର ଆଦିବାସୀ ମହାସଂଘ ପକ୍ଷରୁ କଳାହାଣ୍ଡି ବନ୍ଦଡାକରା ଦେଇଛି। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକ ରେ ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକ ଆଦିବାସୀ ସଙ୍ଘ ସଭାପତି ସୁରେନ୍ଦ୍ର ଭୋଇ , ଆଦିସ୍କନ୍ଧ ବ୍ଲକ ସଭାପତି ଗୋବର୍ଧନ ଭୋଇ, ଆଦିବାସୀ ଯୁବ ସଂଗଠନ ବ୍ଲକ ସଭାପତି ନନ୍ଦି କିଶୋର ଭୋଇ, ବବୃବାହାନ ଭୋଇ, ସ୍ଵାଗତ ଭୋଇ, ହେମାରବିନ୍ଦ ଭୋଇ, ଚିନ୍ତାମଣି ଭୋଇ, ଦୟାନିଧି ଭୋଇ, ପାଣ୍ଡଵ ଭୋଇ, କୈଳାଶ କୁମୁରା, ମହେନ୍ଦ୍ର ପ୍ରଧାନୀ, ଶେଷ ଭୋଇ, ଭୂପିନ୍ଦର ଭୋଇ, ପବିତ୍ର ଭୋଇ, ଗୋକୁଳ ମାଝୀ, ମକୁନ୍ଦ ଭୋଇ, ନୂଆଧର ଭୋଇ, ଙ୍କ ନେତୃତ୍ୱରେ ଆଦବାସୀ ମାନେ ଏକଜୁଟ ହୋଇ ବ୍ଲକ ର ସମସ୍ତ ଛକ ମାନଙ୍କୁ ସିଲ କରିବା ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରିଥିଲେ।