-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

୭ଦିନ ହେଲା ବିନିକା ଅଞ୍ଚଳରେ ବଣୁଆ ହାତୀପଲଙ୍କ ଆତଙ୍କରାଜ,ଚାଷୀ ନୟାନ୍ତ ଧାନ ଓ ପନିପରିବା ଫସଲ ନଷ୍ଟ

04-Jan-2022



 ବିନିକା(ହିମାଂଶୁ ଶେଖର ପୁଟେଲ) ସଂପ୍ରତି ବିନିକା ଅଞ୍ଚଳରେ ବଣୁଆ ହାତୀ ପଲଙ୍କ ଆତଙ୍କରାଜ ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଅନ୍ୟପଟେ ଅମଳ ଧାନ ଓ ପନିପରିବା ଫସଲ ଦଳି ଚକଟି ନଷ୍ଟ କରିଦେଉଥିବାରୁ ଚାଷୀ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପଡିଛି । ହାତୀଙ୍କ ଯୋଗୁଁ ଚାଷୀ କି କାର୍ଯ୍ୟପନ୍ଥା ଅବଲମ୍ବନ କରିବ ସେନେଇ କୌଣସି

ଚିନ୍ତା କରି ନପାରି ଭାଙ୍ଗି ପଡ଼ିଛି । ଦିନ ବେଳା ହାତୀପଲ ସ୍ଥାନୀୟ ସିଂହିଯୁବା ଜଙ୍ଗଲରେ ରହୁଥିବା ବେଳେ ଠିକ ରାତି ହେବା ମାତ୍ରେ ପାଖ ପଡିଶା ଗାଁ ମାନଙ୍କୁ ଯାଇ ଆତଙ୍କରାଜ କରୁଛନ୍ତି । ସେମାନେ ଯେଉଁ ବାଟ ଦେଇ ଯାଉଛନ୍ତି ସେହି ବାଟରେ ଯାହାବି ପଡୁଛି ତାକୁ ଖାଇବା ସହିତ ଦଳି ଚକଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଉଛନ୍ତି ।ମିଳିଥିବା ସୂଚନା ଅନୁସାରେ ସିଂହିଯୁବା ପଞ୍ଚାୟତର କମିରା ଗ୍ରାମର ଭ୍ରମର ମହାକୁର,ରାଜୀବ ମହାକୁର,ପୌଳସ୍ତି ମହାକୁର,ଘନଶ୍ୟାମ ମହାକୁର,କୃଷ୍ଣ ପ୍ରଧାନଙ୍କ ପ୍ରାୟ ୧୫ଏକର ଅମଳ ଧାନ ନଷ୍ଟ କରି ଦେଇଥିବା ବେଳେ ସିଂହିଜୁବା ଗ୍ରାମର ଉପେନ୍ଦ୍ର ମେଶୁଆଙ୍କ ୧୧ଏକର ପଲ୍ଲା ଗୋଡ଼ରେ ମାଡ଼ି ନଷ୍ଟ କରିଦେଇଛନ୍ତି ।ଅନ୍ୟ ପକ୍ଷରେ ଦୁର୍ଗା ପ୍ରସାଦଙ୍କ ବଗିଚାକୁ ହାତୀପଲ ପଶି ଯାଇ ୧୫୦ରୁ ଉର୍ଦ୍ଧ୍ବ କଦଳୀ ଗଛ ମୋଡ଼ି ଭାଙ୍ଗି ଛନ୍ତି ।ସେହିପରି ଅସୁରଗଡ ଗ୍ରାମର ସୁନୀଲ ପାଢୀଙ୍କ ସିଂହିଜୁବା ମୌଜାରେ ଥିବା  ୧୦ରୁ ୧୫ଏକର କୋବି ଗଛକୁ ଖାଇଦେବା ସହ ଦଳି ଚକଟି ନଷ୍ଟ କରି ଦେଇଥିବା ଜଣାପଡିଛି । ହାତୀଙ୍କ ଗର୍ଜନରେ ଛେଳି, ମେଣ୍ଢା, ଗାଈ ଗୋରୁ ମାନେ ମଧ୍ୟ ଗୁହାଳରୁ ଅନ୍ୟତ୍ର ଚାଲି ଯାଉଛନ୍ତି ।ବିଶେଷ କରି ପାପି, ସିଂହିଜୁବା ଓ କମିରା ଗ୍ରାମର ଆଖପାଖରେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିବା ସହ

ରାତିରେ ଉଜାଗର ରହୁଥିବା କେତେକ ଚାଷୀ କହିଛନ୍ତି ।ହାତୀଙ୍କ ଗତିବିଧି ନିରୀକ୍ଷଣ କରିବାରେ ବନ ବିଭାଗ କର୍ମଚାରୀ ମାନେ ଫେଲ ମାରିଥିବାରୁ ଏମାନଙ୍କୁ ଘଉଡ଼ାଇବାରେ ବିଳମ୍ବ ହେଉଛି ବୋଲି ଚାଷୀମାନଙ୍କ ତରଫରୁ ଅଭିଯୋଗ ହେଉଛି । ସନ୍ଧ୍ୟା ହେବା ମାତ୍ରେ ବିନିକା ରୁ ଏସ ରାମପୁର ମୁଖ୍ୟ ରାସ୍ତା ପୁରାପୁରି ଶୂନଶାନ ହୋଇପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like