-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
01-Jan-2022
ଢେଙ୍କାନାଳ //ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚlୟତର ଅତିଣ୍ଡା ଗ୍ରାମରେ ମା ସିଧ୍ୟ ଚଣ୍ଡୀ ଙ୍କ ପୀଠରେ ଆଜି ନବ ବର୍ଷ ରେ ଗ୍ରାମରକ୍ଷୀ ମାନେ ସୁଖ ଦୁଃଖ ରେ ସାହା ହେଲେ ମା, ଏଇ ମା ଙ୍କ ପୀଠରେ ଧୂମ ଧାମରେ ପୂଜା ଚର୍ନlକରି, ଓ ହୂମ ଘିଅ, ଧୂପରେ ମା ଙ୍କ ହୂମ କୁଣ୍ଡରେ ପୂଜା କରିଥିଲେ, ମାନ୍ୟବର ପ୍ରକାଶ ନାୟକ ଓ ଛାୟାକାନ୍ତ ଦେହୁରୀ, ଶିବ ଦେହୁରୀ, ପ୍ରକାଶ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଶରତ ପ୍ରଧାନ ଙ୍କ ନେତୃତ୍ୱରେ ଓ ଅତିଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଏହିପୂଜା ହୋଇଥିଲା, ନବ ବର୍ଷରେ ଆନନ୍ଦ ର ସହ ଭୋଜି ଭାତ କରି ସମସ୍ତ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା,