-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଳା ପଞ୍ଚାୟତ କୁଠୂର୍ଲା ଗ୍ରାମରେ ଗନ୍ଦମାର୍ଦନ ଖାଦ୍ୟ ସୁରକ୍ଷା ମହାସଂଘ ଖପ୍ରାଖୋଲ ଓ RCDC ଙ୍କ ଅନୁ କୁଲ୍ୟରେ ଅନୁଷ୍ଠିତ ହୋଇଥିଲା, ଏଥିରେ ଏଥିରେ RCDC ସଂସ୍ଥାର ଶମ୍ଭୁ ପ୍ରସାଦ ସାହୁ ଗନ୍ଦମାର୍ଦନ ଖାଦ୍ୟ ସୁରକ୍ଷା ମହାସଂଘର ସଭାପତି ଟେକେନ୍ଦ୍ର ଜାଲ ନାନ୍ଦୁପଳା ଗ୍ରାମପଞ୍ଚାୟତର AO ପ୍ରଧାନ ସୁପରଭାଇଜ଼ର ଏବଂ ଜ ଜୀବିକା ମିଶନର ପ୍ରଶାନ୍ତ ନନ୍ଦ
RCDC ର କର୍ମୀ ଦେବରାଜ ଭୁଏ, ସଂଯୁକ୍ତା ତ୍ରିପାଠୀ, ଲିଙ୍ଗରାଜ ନିଆଲ ଓ ବୈକୁଣ୍ଠ ବାଗ ଏବଂ କୁଠୂର୍ଲା ଗ୍ରାମର ସହଯୋଗୀ ଘନଶ୍ୟାମ ଭୋଇ ଭଗବତୀ ମଲ୍ଲିକ ପ୍ରଶାନ୍ତ କୁମ୍ବାର ତନୟା ବିନ୍ଧାଣି ଅଂଶ ଗ୍ରହଣ କରିଥିଲେ, ଏବଂ ଖପ୍ରାଖୋଲ ବ୍ଲକ ଅଂଚଳର ନାନ୍ଦୁପଳା, ରେଙ୍ଗାଲି ଘୁନସର, ତେଲେନ ପାଳି ଗ୍ରାମପଞ୍ଚାୟତ ର ଅନେକ SHG(ମହିଳା ସ୍ୱୟଂ ସହାୟକ ଦଳ )ଅଂଶ ଗ୍ରହଣ କରିଥିଲେ,ପାରମ୍ପରିକ ଖାଦ୍ୟ ଦ୍ରବ୍ୟ ଯାହାକୁ ଆମେ ଆଧୁନିକ ଯୁଗରେ ବ୍ୟବହାର କରାଯାଉଥିଲା ଯଥା ମାଣ୍ଡିଆ, ମୁଗ ବିରି କୋଳଥ, ଝୁନୁଗା , କୁଦୋ, ଗୁରୁଜୀ ଯାହାକି ଆମେ ଆଧୁନିକ ଯୁଗରେ ବିନା ସାର ଔଷଧ ରେ ଆମେ ଚାଷ କରି ସେଥିରୁ ଆମେ ଖାଦ୍ୟ ଶସ୍ୟ ଗ୍ରହଣ କରି ଆମେ କୌଣସି ରୋଗର ହେଲେ ପାହାଡ଼ରେ ମିଳୁଥିବା ଚେରି ମୁଲି ଜଟିବୁଡି ଫଳ ମୂଳ ବ୍ୟବହାର କରି ମଣିଷ ଜୀବନ ବିତାଇ ଅନେକ ଦିନ ଜୀବନ ଜାପାନ କରୁଥିଲା, କିନ୍ତୁ ବର୍ତମାନ ଯୁଗରେ ଆମେ ଆଧୁନିକ ଉପାୟରେ ଯେଉଁ ଯନ୍ତ୍ର ପାତି ସାହାଯ୍ୟରେ ଚାଷ କରି ଅନେକ ରୋଗକ୍ରାନ୍ତ ହୋଇ ମଣିଷ ଜୀବନ ମୃତ୍ୟୁ ମୁଖରେ ପଡ଼ିବାକୁ ଲାଗିଛି, କୌଣସି ଆୟୁର୍ବେଦ ଔଷଧ ପ୍ରୟୋଗ କଲେ ମଧ୍ୟ ତାହା ସୁଫଳ ହେଉ ନାହିଁ, କାରଣ ଆମେ ଦୈନ ଦିନ ଜୀବନରେ ଅନେକ ସାର ଅନେକ ଔଷଧ ପ୍ରୟୋଗ କରିବାରେ ଲାଗିଛି, ଅନେକ ମହାମାରୀ ଦେଶକୁ ବ୍ୟପିବାରେ ଲାଗିଛି, କରୋନା ପରେ ବର୍ତମାନ ଓମିକ୍ରନ ଭଳି ଯାହା ଆମେ ବିଶ ମୁକ୍ତ ହେବାରେ ଲାଗିଛି, ଏବଂ ଧୀରେ ଧୀରେ ଆୟୁବେଦ ଲୋପ ପାଇବାରେ ଲାଗିଛି, କିନ୍ତୁ ଆମେ ଯଦି ଆଧୁନିକ ଭଳି ଦ୍ରବ୍ୟ
ବ୍ୟବହାର କରି କିଭଳି ପରମ୍ପରା ଅନୁଯାଇ ଲାଭ ପାଇବା ତା ଉପରେ RCDC କର୍ମକତା ବୁଝେଇ ଥିଲେ, ଅନେକ ସ୍ଵଂୟ ସହାୟକ ଦଳ ମାଣ୍ଡିଆ ଖିରି,ଆଚାର ପିଠା ମୁଗ ବିରି ଝୁନୁଗା ରେ ପ୍ରସ୍ତୁତ ପିଠା ପଣା ଅନେକ ଭେରାଇଟିର ନିଜ ନିଜ ପ୍ରସ୍ତୁତ କରି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲା l
( ବଲାଙ୍ଗୀର ଖପ୍ରାଖୋଲରୁ ବସନ୍ତ ମେହେରଙ୍କ ରିପୋଟ)