-+91-9937148622 |

prerana_bgr@rediffmail.com |

  Wednesday 25th March 2026 |

| | | |

R.N.I. Regd No. ODIODI/2010/46693

Breaking News

*ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   (25-Mar-2026)       ||      ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   (24-Mar-2026)       ||      ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      *ଉମେଶଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର; ପ୍ରଦ୍ୟୁମ୍ନ ପାଢ଼ୀ ଗିରଫ* *ଏସପି ଅଫିସ ଘେରିଲେ ସଙ୍ଗଠନ କର୍ମକର୍ତ୍ତା*   (24-Mar-2026)       ||      ଡୁମାଳ ସମାଜର ବାର୍ଷିକ ବୈଠକ   (24-Mar-2026)       ||      ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ   (24-Mar-2026)       ||      ସଡ଼କ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ମୃତ୍ୟୁ   (24-Mar-2026)       ||      ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ    (24-Mar-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (24-Mar-2026)       ||      ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   (24-Mar-2026)       ||      ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   (24-Mar-2026)       ||      *ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା*   (24-Mar-2026)       ||      ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି   (23-Mar-2026)       ||      ଜମନକିରା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି।   (23-Mar-2026)       ||      ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (23-Mar-2026)       ||      ଉତ୍କଳ କଲେଜ ଅଫ୍ ନର୍ସିଂ ପରିସରରେ ଭୁବନେଶ୍ୱରର ନିଯୁକ୍ତିକାରୀ ସଂସ୍ଥା ସୁଯତ୍ନ ହେଲଥ କେୟାର ପକ୍ଷରୁ ଏକ ମେଗା ନିଯୁକ୍ତି ମେଳା   (23-Mar-2026)       ||      ବରପାଲି ଲିଟିଲ ଏଞ୍ଜେଲସ୍ ପବ୍ଲିକ ସ୍କୁଲ ରୌପ୍ୟ ଜୟନ୍ତୀରେ ଡା.ଧୀରେନ୍ଦ୍ର ମୁଣ୍ଡଙ୍କ ଜନ୍ମ ଜୟନ୍ତୀ ପାଳିତ   (23-Mar-2026)       ||      *ପ୍ରେସ ଓ ମେଡିକାଲ୍ ବ୍ୟାଙ୍କର୍ସ ଟିମ୍ ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ କ୍ରିକେଟ୍ ମ୍ୟାଚ୍*- *ହାରିଲେ, କିନ୍ତୁ ଶେଷ ବଲ ଯାଏ ସଂଘର୍ଷ କଲେ ଓ ଖେଳ ର ଖୁବ୍ ମଜା ନେଲେ ପ୍ରେସ ଦଳ*-   (23-Mar-2026)       ||      ସରକାରଙ୍କ ଘୁଟକା ବନ୍ଦ ପ୍ରହସନ: ସବୁ ଦୋକାନରେ ଅଧିକ ମୂଲ୍ୟରେ ହେଉଛି ବିକ୍ରି   (23-Mar-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ମଣ୍ଡୋସିଲ ମାର୍କେଟୟାର୍ଡ ପରିଦର୍ଶନ

15-Dec-2021



ପଦ୍ମପୁର:-ବରଗଡ଼ ଜିଲ୍ଲାପାଳ ମନଷା  ବାନାର୍ଜୀ ଅଚାନକ ମାଣ୍ଡୋସିଲ ମାର୍କେଟୟାର୍ଡ ପରିଦର୍ଶନ କରିଥିବା ସୂଚନା ମିଳିଛି।ମାର୍କେଟ ୟାର୍ଡ ବୁଲିବା ସମୟରେ ଜିଲ୍ଲାପାଳ କେତେକ ଧାନ ଗଦାରେ ଚାଷୀଙ୍କ ପରିଚୟ ପତ୍ର ନ ଥିବାରୁ ସେହି ଧାନକୁ ତଦନ୍ତ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସମେତ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ,ପାଇକମାଳ ବ୍ଲକ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସମବାୟ ସମିତି ବିଭାଗୀୟ ଅଧିକାରୀ ପ୍ରମୁଖ ତଦନ୍ତ ପ୍ରକିୟା ଆରମ୍ଭ କରିଥିଲେ।ପରିଚୟ ପତ୍ର   ନ ଥିବା ସେହି ଧାନ ଫୁଲ ସିଂ ମାଝୀ ନାମକ ଜଣେ ଚାଷୀଙ୍କ ହୋଇଥିବା ଓ ସେ ୧୦୦ପ୍ୟାକେଟ ଧାନ ପ୍ରକାଶ କରିଥିବା ବେଳେ ସେହି ଗଦାରୁ ୮୧ପ୍ୟାକେଟ ଧାନ ବାହାରିଥିଲା।ଏପରିକି ଧାନର କିସମ ବାବଦରେ ମାଝୀ କହୁଥିବା କଥାରେ ମଧ୍ୟ ବ୍ୟତିକ୍ରମ ଦେଖାଦେଇଥିଲା।କିଛି ଅସାଧୁ ବ୍ୟବସାୟୀ ଚାଷୀ ମାନଙ୍କ

ନାମରେ ଏହି ଧାନ ସବୁ ମଣ୍ଡି ମାନଙ୍କରେ ଧାନ ପକାଉଥିବା ଦେଖାଦେଉଛି।ପାଇକମାଳ ଯୋଗାଣ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଏହି ୮୧ ପ୍ୟାକେଟ ଅର୍ଥାତ୍ କ୍ୟୁ ୩୨.୯୦କେଜି ଧାନକୁ ଜବତ୍ କରିଥିବା ଏକ ସୂଚନା ମିଳିଛି।ଏହିପରି ଭାବରେ ଧାନମଣ୍ଡିକୁ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ ପ୍ରକିୟା ଜାରି ରଖିଥିବାରୁ ଜନସାଧାରଣରେ ପ୍ରଂଶସାର ପାତ୍ର ହୋଇଥିବା ବେଳେ ଏଣିକି ବାରମ୍ବାର ଏପରି ଚଢ଼ାଉ ଜାରି ରଖିବାକୁ ଜନସାଧାରଣରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ତିଖାଲି ଲୋଅର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜଳ ରାଶିରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷ ରୁ ମତ୍ସ୍ୟ ଯାଆଁଳା ଚାଡ଼ିବା ଉତ୍ସବ ଅନୁଷ୍ଠିତ*   25-Mar-2026
  ଜିଲ୍ଲା  
ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା   24-Mar-2026
  ଜିଲ୍ଲା  
ଶିଶୁ ଅଧିକାର, ବାଲ୍ୟ ବିବାହକୁ ନା, ସଖି , ୱାନ ଷ୍ଟପ" ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
*ଉମେଶଙ୍କ ନାମରେ ସୋସିଆଲ ମିଡିଆରେ ମିଥ୍ୟା ଅପପ୍ରଚାର; ପ୍ରଦ୍ୟୁମ୍ନ ପାଢ଼ୀ ଗିରଫ* *ଏସପି ଅଫିସ ଘେରିଲେ ସଙ୍ଗଠନ କର୍ମକର୍ତ୍ତା*   24-Mar-2026
  ଜିଲ୍ଲା  
ଡୁମାଳ ସମାଜର ବାର୍ଷିକ ବୈଠକ   24-Mar-2026
  ଜିଲ୍ଲା  
ବରଗଡ଼ରୁ ଭୁବନେଶ୍ୱର ଏକ ସକାଳ ଇଣ୍ଟରସିଟି ଟ୍ରେନ ଚଳାଚଳ କିମ୍ବା ସମ୍ବଲପୁର ଟ୍ରେନକୁ ବରଗଡ଼ ସମ୍ପ୍ରସାରଣ   24-Mar-2026
  ଜିଲ୍ଲା  
ସଡ଼କ ଦୁର୍ଘଟଣାରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ମୃତ୍ୟୁ   24-Mar-2026
  ଜିଲ୍ଲା  
ଶିକ୍ଷକ ସୁରେଶ ବାରିକଙ୍କୁ ଡକ୍ଟରେଟ ଉପାଧି,ଶିକ୍ଷା ଜଗତରେ ଉଲ୍ଲାସ   24-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   24-Mar-2026
  ଜିଲ୍ଲା  
ଆଶା ନର୍ସିଂହୋମରେ ରୋଗୀମୃତ୍ୟୁ ମାମଲା♦️ ଓଭରଡୋଜ୍ ନିଶ୍ଚେତକରେ ପ୍ରାଣହାନୀ ? ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍ ଚିକିତ୍ସା   24-Mar-2026
  ଜିଲ୍ଲା  
ପ୍ରବେଶ ଉତ୍ସବ "ଜ୍ଞାନ, ସଂସ୍କାର ଓ ସ୍ୱପ୍ନର ପ୍ରଥମ ଦିନ" - ଡ. ହେମନ୍ତ କୁମାର ଦାଶ   24-Mar-2026
  ଜିଲ୍ଲା  
ରାଜ୍ୟସଭାରେ ଉଠିଲା ସଲେପାଲି ଗ୍ରାଫାଇଟ ଖଣି ଖନନ ପଟ୍ଟା ନେଇ ଚିନ୍ତା ପ୍ରକଟ କଲେ ସାଂସଦ ଶ୍ରୀ ବିଶି.   24-Mar-2026

You Might Also Like