-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-Dec-2021
ପଦ୍ମପୁର:-ଜେନିଥ ଲାୟନ୍ସ ଗୁରୁକୁଳ ପଦ୍ମପୁର ରେ ଅଧ୍ୟୟନରତ ତୃତୀୟ ଶ୍ରେଣୀ ର ଛାତ୍ରୀ ଅର୍ଚ୍ଚିତା ରଣା ସ୍କୁଲ ର ଗ୍ରୁଫ-୨ ଲେବେଲ ରେ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରି ଇଣ୍ଡିଆ ସ୍ପେଲିଙ୍ଗ ବି ୨୦୨୦-୨୧ ରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି lପାଇକମାଲ ବ୍ଳକ ଅନ୍ତର୍ଗତ ଟେମେରୀ ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ସୋଢା ଗ୍ରାମର ଶ୍ରୀଯୁକ୍ତ ସୁକାନ୍ତ ରଣା ମାତା ସୈାଦାମିନୀ ରଣା ଙ୍କ ଝିଅ ଅର୍ଚ୍ଚିତା ରଣା ଅଟନ୍ତି lଜେନିଥ ଲାୟନ୍ସ ଗୁରୁକୁଳ ପଦ୍ମପୁର ରେ କାର୍ଯ୍ୟରତ ପ୍ରିନ୍ସପାଲ ଶ୍ରୀମାନ ମନୋଜ କୁମାର ପଣ୍ଡା ଙ୍କ ହସ୍ତରୁ ଝିଅ ଅର୍ଚ୍ଚିତା ସାର୍ଟିଫିକେଟ ଅଫ୍ ମେରିଡ୍ ଏୱାର୍ଡ ଗ୍ରହଣ କରିଥିବାର ଜଣାଯାଏ l ଏ ପରିପ୍ରେକ୍ଷୀରେ ଜେନିଥ ଗୁରୁକୁଳ ପକ୍ଷରୁ ଅର୍ଚ୍ଚିତା ଙ୍କ ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି