-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
05-Dec-2021
ଖପ୍ରାଖୋଲ :(ବସନ୍ତ ମେହେର) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ପଡିଆ ବାହାଲ ପଞ୍ଚାୟତ କନଗାଁରେ ଜଣେ ନାବାଳକର ଝୁଲନ୍ତ୍ର। ମୃତ ଦେହ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ଶ୍ୟାମ ବରିହାଙ୍କ ନାବାଳକ ପୁଅ ଆଦିତ୍ୟ ବରିହା (୧୭) ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ମୃତଦେହ ଝୁଲୁଥିବା ଶନିବାର ସକାଳେ ଦେଖି ପୋଲିସକୁ ଖବର ଦେଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପଞ୍ଚ ନାମସହ ବ୍ୟବ6ଚ୍ଛଦ ପାଇଁ ପଠାଇଥିଲେ।ଏନେଇ ଖପ୍ରାଖୋଲ ଥାନା କେସନଂ ୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଏଏସଆ ଗୋପାଳକୃଷ୍ଣ କୁମୁରା ଘଟଣା ର ତଦନ୍ତ କରୁଥିବା