-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2021
ବରଗଡ(ନିରଞ୍ଜନ ତ୍ରିପାଠୀ) : ଆଜି ଓଡିଶା ମୋ ପରିବାର ଏବଂ ଭାରତ ସ୍କାଉଟ ଗାଇଡ଼ ମିଳିତ ଅନୁକୁଲ୍ୟରେ ଏକ ବିଶାଳ ରକ୍ତଦାନ ରାନାପ୍ରତାପ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଶିବିର କୁ ମାନ୍ୟବର ସାଂସଦ ଶ୍ରୀ ପ୍ରସନ୍ନ
ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦାନ କରିଥିଲେ ଉକ୍ତ ଶିବିର ରେ ସମ୍ମାନିତ ଅତିଥି ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର,ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ସ୍କାଉଟ ଗାଇଡ଼ ର ଜିଲ୍ଲା ମୁଖ୍ୟ ଆଶୁତୋଷ ସାର ଯୋଗଦାନ କରିଥିଲେ ଶିବିର କୁ
ବ୍ଲକ ଏଜୁକେସନ ଅଫିସର,ପ୍ରଧାନ ଶିକ୍ଷକ ଙ୍କ ସହ ବରଗଡ ବ୍ଲକ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିବିର ରେ ରକ୍ତଦାନ କରି ଶିବିର କୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ଶିବିରରେ ସର୍ବମୋଟ ୧୭୬ ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହିତ ହୋଇଥିଲା