-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
05-Nov-2020
ବରଗଡ଼ (ପ୍ରେରଣା ଖବର) - ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ଆଜି ଆମ୍ବପଡାର ଏକ ଅସହାୟ ପରିବାରର କୁ ଗୋଟିଏ ମାସ ର ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଙ୍କ ସମେତ ରିଲିଫ୍ ଟିମ୍ ର ସମସ୍ତ ସହଯୋଗୀ କାଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଆଗାମୀ ଦିନ ରେ ଏହି ପରିବାର କୁ ଅନୁଷ୍ଠାନ ପକ୍ଷରୁ 6 ମାସ ପର୍ଯ୍ୟନ୍ତ ରାସନ ଦିଆଯିବ ବୋଲି ସୂଚନା ପ୍ରଦାନ କରାଗଲା।