-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
04-Nov-2021
ଢେଙ୍କାନାଳ, ଆଜି ଢେଙ୍କାନାଳର ଦକ୍ଷିଣକାଳୀ ରୋଡ଼ ସ୍ଥିତ ମା ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ମା ଦଖିଣକାଳୀଙ୍କର ମହା କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ମାଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ଏହାପରେ ମାଙ୍କୁ ଗଙ୍ଗା ଜଳ, ଗୋଲାପ ଜଳ ଏବଂ ଅଗୃର ଜଳରେ ସ୍ନାନ କରାଯାଇଥିଲା
ଏହାପରେ ମାଙ୍କୁ ନୂତନ ବସ୍ତ୍ର ପରିଧାନ ,ବିଭିନ୍ନ ଫୁଲହାର ରେ ସୁସଜିତ କରାଯାଇ ପ୍ରାତଃରୁ ମିଠା ଫଳମୂଳ ଭୋଗ ଲାଗି କରାଯାଇଥିଲା । ମଧ୍ୟ।ର୍ଣ ରେ ଅର୍ଣ୍ଣ ଶଙ୍କୁଡ଼ି ଭୋଗ, ସନ୍ଧ୍ୟାବେଳେ ଆଳତି ଓ ରାତ୍ରରେ ମାଙ୍କର ଷୋଳସ ଉପଚାର ପୂଜାସହ ସପ୍ତଚଣ୍ଡୀ ଆହୁତି ସହ ଅନ୍ୟ ପୂଜାବିଧି ହୋଇ ପରିଶେଷରେ ପହଡ଼ ପଡିଛି ।