-+91-9937148622 |
prerana_bgr@rediffmail.com |
Thursday 23rd July 2026 |
R.N.I. Regd No. ODIODI/2010/46693
Breaking News
04-Nov-2021
ଗଞ୍ଜାମ, କୋଦଳା(ଉମା ମହାରଣା) -ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଦ୍ଵାରା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ରେ କୋଦଳା ଥାନା ସମୁଖରେ ପ୍ରତିବାଦ। ବିଜେପି କର୍ମୀ ମାନେ କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏକ ବିଶାଳ ରାଲିକରି ନାରାବାଜି ଦେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ସହ ତାଙ୍କୁ ଗିରଫ ଏବଂ ସିବିଆଇ ତଦନ୍ତ କରିବା ପାଇଁ ନାରା ବାଜି ଦେଇ କୋଦଳା ଥାନା ସମୁଖ ରେ ପହଞ୍ଚି କିଛି ସମୟ ପାଇଁ ସେଇଠାରେ ପ୍ରତିବାଦ କରିଥିଲେ। ବରିଷ୍ଠ ବିଜେପି ନେତା ରଞ୍ଜନ ପୋଲାଈ, କୋଦଳା ନଗର ସଭାପତି ମଧୁସୁଦନ ଜେନା, ମହେଶ ମହାନ୍ତି, ଅନିଲ ପଣ୍ଡା, ଅରୁଣ ପଣ୍ଡା, ନୀଳମଣି ବିଶୋଇ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।