-+91-9937148622 |
prerana_bgr@rediffmail.com |
Sunday 2nd August 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ଭୁବନେଶ୍ବର (ପ୍ରେରଣା ଖବର) ଅସୁସ୍ଥ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଗତ ୨୮ ତାରିଖ ଦିନ ଠାରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଜ୍ୱର ହେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ଲୋ ବି ପି ଥିବା ସୂଚନା ମିଳିଛି ! ପ୍ରତାପଙ୍କୁ ଭୁବନେଶ୍ୱରକୁ ଏୟାର ଲିଫଟିଂ କରାଯିବ l