-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ଢେଙ୍କାନାଳ (ତାପସ ଦାସ) ୩୬ ତମ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଳିଦାନ ଦିବସ ପାଳନ କରାଯାଇ ଭାରତ ବର୍ଷର ଲୋହ ମହିଳା ପୂର୍ବତନ ପ୍ରଧାମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦ୍ରା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ବରିଷ୍ଠ ନେତା ପ୍ରେମଶଙ୍କର ମିଶ୍ର, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଟାଉନ ସଭାପତି ହାଇଦର ମହମ୍ମଦ, ଛାତ୍ର ସଭାପତି ଶୁଭମ ଦାଶ, ଅମର ସେନାପତି, ଦୂର୍ଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।