-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ଗଞ୍ଜାମ (ଉମା ମହାରଣା) -ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବଡଦାଣ୍ଡ ସାହିର ଯୋଗୀ ଶାସମଲ(ବୟସ - ୫୫ )ଆଜି ଭୋରୁ ବଡଦାଣ୍ଡ ସାହି ସ୍ଥିତ ଗୋପୀନାଥ ମନ୍ଦିର ପାଖରେ ଥିବା କୂଅ ରେ ପଡି ମୁର୍ତ୍ତୁବରଣ କରିଥିବା ବେଳେ ସ୍ଥାନୀୟ ଦମକଳ ବାହିନୀ ପହଂଚି କୂଅ ଭିତରୁ ଯୋଗୀ କୁ ବାହାର କରିଲା ବେଳକୁ ସେ ମୁର୍ତ୍ତୁବରଣ କରିସାରିଥିଲା ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚି ୟୁ ଡି କେଶ ନମ୍ବର ୨୪/୨୦୨୧ ରେ ଏକ ଅପମୁର୍ତ୍ତୃ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିବା ଜଣା ପଡିଛି ।