-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
31-Oct-2021
ଢେଙ୍କାନାଳ (ତାପସ ଦାସ) ଗଂଦିଆ ବ୍ଲକ ଖଙ୍କିରା ଗ୍ରାମ ପଞ୍ଚlୟତ ଅନ୍ତର୍ଗତ କଣ୍ଟା ମାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଗତ ପନ୍ଦର ଦିନରୁ ଉର୍ଦ୍ଧ ହେବ ତାଲା ପଡିବା ଘଟଣା ବିଭାଗ ର ପାରିଲାପଣିଆ କୁ ପଦାରେ ପକାଇ ଦେଇଛିି l ଆଦିବାସୀବହୁଳ ଅଞ୍ଚଳ କଣ୍ଟାମାଳିଆ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଶିକ୍ଷକ ଅଭାବରୁ ବିଦ୍ୟାଳୟଟି ତାଲା ପଡିଛି, ୧୯୮୦ମସିହାରୁ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ରେ ପ୍ରଥମ
ରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନ ର ଵେବସ୍ତା ରହିଥିଲା ବେଳେ ଛାତ୍ର ଛାତ୍ରୀ ସଂଖ୍ୟା ୫୫, ସମପ୍ରତି ସରକାର ଶିକ୍ଷା ଵେବସ୍ଥାକୁ ଲୋକାଭିମୁଖୀ କରିବାର ଯୋଜନା କରିଥିଲା, ବେଳେ ଅନଲାଇନ ଶିକ୍ଷା ୧୫ଦିନ ହେଲା ବନ୍ଦ ରହିଛି, ସି, ଆର, ସି, ସି, ବୈକୁଣ୍ଠ ଚରଣ ସେଠି କହନ୍ତି ଆସନ୍ତାକାଲି ଶିକ୍ଷକ ନିଯୁକ୍ତି ଦିଆଯିବ, ଅଭି ଭାବକ ଦାସ ରଥି ସାହୁ ଓ ଶ୍ରୀବସ୍ରସାହୁ କହନ୍ତି ୧୫ଦିନରୁ ଉର୍ଦ୍ଧ ହେବ ସାର ମାନେ କେହି ଆସୁ ନାହାନ୍ତି, ଶିକ୍ଷା ବିଭାଗ ଆମ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି,