-+91-9937148622 |
prerana_bgr@rediffmail.com |
Friday 20th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2021
କନ୍ଧମାଳ,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଗ୍ରାମ ଠାରେ ଏକ ଟିଭିଏସ ଆପାଚେ ମୋଟର ସାଇକେଲ ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସି ଯାଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ଚାଳକ ଙ୍କ ପରିଚୟ ମିଳିପାରିନାହିଁ l ଘଟଣା ସ୍ଥଳରେ ଫୁଲବାଣୀ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପହଞ୍ଚି ତଦନ୍ତ ଅବ୍ୟାହତ ଥିବା କହିଛନ୍ତି l