-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ବିଦ୍ୟା ଭାରତୀ ଆନୁକୂଲ୍ୟରେ ମା ଇଣ୍ଟରନେଟ କେଫ ତରଫରୁ ଆରପିଲ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା l ଏଥିରେ ସି ଏସ ସି ତରଫରୁ ଶ୍ରୀ ଆଶିଷ ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ଶ୍ରୀ ରାମଚନ୍ଦ୍ର ବେହେରା, ଅଧକ୍ଷ, ବିଦ୍ୟା ଭାରତୀ ସ୍କୁଲ ସେ
ସାର୍ଟିଫିକେଟ ପ୍ରଦାନ କରିଥିଲେ l ସି ଏସ ସି, ତେଲେଗୋଠ ପଡା ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ ଙ୍କ ତତ୍ଵାବଧାନରେ ସାର୍ଟିଫିକେଟ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ lବଲାଙ୍ଗୀର ଜିଲ୍ଲା ବିଦ୍ୟା ଭାରତୀ ଆନୁକୂଲ୍ୟରେ ମା ଇଣ୍ଟରନେଟ କେଫ ତରଫରୁ ଆରପିଲ ସାର୍ଟିଫିକେଟ ପ୍ରଦାନ କରାଯାଇ ଥିଲା l ଏଥିରେ ସି ଏସ ସି ତରଫରୁ ଶ୍ରୀ ଆଶିଷ ହୋତା ମୁଖ୍ୟ ଅତିଥି ଭାବରେ ଯୋଗଦାନ
କରିଥିଲେ l ଶ୍ରୀ ରାମଚନ୍ଦ୍ର ବେହେରା, ଅଧକ୍ଷ, ବିଦ୍ୟା ଭାରତୀ ସ୍କୁଲ ସେ ସାର୍ଟିଫିକେଟ ପ୍ରଦାନ କରିଥିଲେ l ସି ଏସ ସି, ତେଲେଗୋଠ ପଡା ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ ଙ୍କ ତତ୍ଵାବଧାନରେ ସାର୍ଟିଫିକେଟ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ l